ନିଜ ପଞ୍ଚାୟତକୁ ୪ ଦିିନ ପାଇଁ ସଟ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ

Published By : Prameya-News7 Bureau | May 18, 2020 IST

କଣ୍ଟାବାଞ୍ଜି୧୮/୫: ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଞ୍ଚାୟତକୁ ୪ ଦିନ ପାଇଁ ସଟ୍ ଡାଉନ ଘୋଷଣା କଲେ ସରପଞ୍ଚ ଚିତ୍ରା ମହାନନ୍ଦ। ରାଜ୍ୟ ବାହାରେ ଫସି ରହିଥିବା ଶତାଧିକ ଶ୍ରମିକ ଆଜି ଠାରୁ ପଞ୍ଚାୟତକୁ ଆସିବେ। ସେମାମଙ୍କୁ ବିଭିନ୍ନ କ୍ବାରେଣ୍ଟାଇନ୍‌ ସେଣ୍ଟରରେ ରଖାଯିବ। ପଞ୍ଚାୟତର ସମସ୍ତ ସରପଞ୍ଚଙ୍କୁ ଜିଲ୍ଲାପାଳ ଦାୟିତ୍ବ ଦେବା ପରେ ସେମାନଙ୍କ କାର୍ଯ୍ୟଭରା ବଢ଼ି ଯାଇଛି। ତେଣୁ ନିଜ ପଞ୍ଚାୟତ କିପରି ଭଲ ଏବଂ ସୁରକ୍ଷିତ ରହିବେ ଏନେଇ ସରପଞ୍ଚମା​‌ନେ ନିଜ ଆଡ଼ୁ ନିଷ୍ପତ୍ତି ନେଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.