Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ସମୁଦ୍ର ତଳେ ଥିବା ଗୁମ୍ପାରୁ ମିଳିଲା ୨୫ ଲକ୍ଷ ବର୍ଷର ପୁରୁଣା ଜୀବ, ବୈଜ୍ଞାନିକ କଲେ କହିଲେ ଏପରି କଥା

7/11/2019 at 8:18 PM

ନୂଆଦିଲ୍ଲୀ୭/୧୧: ବୈଜ୍ଞାନିକମାନେ ବିଭିନ୍ନ ପ୍ରଜାତିର ଜୀବଜନ୍ତୁକୁ ନେଇ ଗବେଷଣା କରିଥାଆନ୍ତି। ବେଳେ ବେଳେ ବୈଜ୍ଞାନିକଙ୍କ ହାତରେ ଏପରି ଜିନିଷ ଲାଗିଥାଏ ଯାହା ସେମାନଙ୍କ ଗବେଷଣାକୁ ଅତି ସହଜ କରି ଦେଇଥାଏ। ମେକ୍ସିକୋର ମେଡେରିୟାର ଚୋଲୁଲ୍‌ ଜିଲ୍ଲାର କେତେ ଜଣ ବୈଜ୍ଞାନିକ ସମୁଦ୍ରର ୯୧ ଫିଟ୍‌ ଗହୀରରେ ଥିବା  ଏକ ଗୁମ୍ପାକୁ ଯାଇଥିଲେ। ତାଙ୍କୁ ସେଠାରେ ଏକ ବିରଳ ପ୍ରଜାତିର ଜୀବ ମିଳିଥିଲା ଯାହା ୨୫ ଲକ୍ଷ ବର୍ଷ ପୁରୁଣା ବୋଲି କୁହଯାଉଛି।

ଏହି ବିରଳଜାତିର ଜୀବ ଅଲଗା ଅଲଗା ପ୍ରକାର ହୋଇଥାଆନ୍ତି। ସମୁଦ୍ର ଗହୀର ଗୁମ୍ପା ଭିତରକୁ ଯାଇଥିବା ବୈଜ୍ଞାନିକ ଓ୍ବିଲିଚିସ୍ ଜପାଟା ଓ ଫଟୋଗ୍ରାଫର ଏରିକ ସୋସା ରେଡ୍ରିଗ୍ୟୁଡଙ୍କୁ ମିଳିଥିଲା। ବୈଜ୍ଞାନିକ ଓ୍ବିଲିଚିସ୍‌ ଜପାଟାଙ୍କ କହିବା ଅନୁସାରେ ତାଙ୍କର ସହଯୋଗୀ ଗୁମ୍ପାର ଭିତରକୁ ପ୍ରବେଶ କରି ବିରଳ ପ୍ରଜାତିର ଜୀବ ଦେଖିଥିଲେ।

ଠି୍କ ଏହି ସମୟରେ ତାଙ୍କର ଏମିତି ଏକ ଜିନିଷ ଉପରେ ତାଙ୍କର ନଜର ପଡ଼ିଥିଲା। ଏହି ଜିନିଷକୁ ଭଲ କରି ଦେଖିବା ପରେ ଜଣାପଡ଼ିଥିଲା ଯେ ଯେ ଏଗୁଡିକ ଦାନ୍ତ । ଏହାପରେ ଗୁମ୍ପାର କାନ୍ଥରୁ ସେ ୧୩ଟି ଦାନ୍ତ ବାହାର କରି ପରୀକ୍ଷଣ ପାଇଁ ନିଆଯାଇଥିଲା। ପରୀକ୍ଷା ଜଣାପଡ଼ିଥିଲା ଯେ ଏହା ଦାନ୍ତ ନୁହେଁ ୟେ ହେଉଛି ପ୍ରଗୌତିହାସିକ କାଳର  ଶାର୍କ ପ୍ରଜାତି ବୋଲି ଜାଣା ପଡ଼ିଥିଲା। ଏହା ମେଗାଲୋଡ଼ନ ପ୍ରଜାତିର ବୋଲି ମଧ୍ୟ କୁହାଯାଏ। ଯାହାର ଦାନ୍ତ ଆରି ଭଳି  ଧାର ଦେଖା ଯାଇଥାଏ।

   Related Posts