Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||
  • ମଙ୍ଗଳବାର ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା, ମିଳିବ ନିର୍ବାଚନୀ ଚିହ୍ନ
  • ||

କ୍ବାରେଣ୍ଟାଇନ୍‌ ସେଣ୍ଟରରେ ପଶିଲା ବର୍ଷାପାଣି: ଭିଡିଓ ଭାଇରାଲ କଲେ ପ୍ରବାସୀ

28/05/2020 at 3:51 PM

ନୀଳଗିରି୨୮/୫: ଟିଏମ୍‌ସି ସେଣ୍ଟର ଭିତରକୁ ପଶିଲା ପାଣି। ଏନେଇ ସେଣ୍ଟରରେ ରହୁଥିବା ପ୍ରବାସୀମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦାବ୍ଲକ କାଣ୍ଡଗରଡ଼ି ପଞ୍ଚୟତ ବାବା ପଞ୍ଚଲିଙ୍ଗେଶ୍ବର ମହାବିଦ୍ୟାଳୟରେ ହୋଇଥିବା TMC ସେଣ୍ଟରେ ଅବ୍ୟବସ୍ଥାର ଚିତ୍ର ଆଗକୁ ଆସିଛି। କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିବା ପ୍ରବାସୀମାନଙ୍କ ବିଛଣା ବର୍ଷାପାଣିରେ ଓଦା ହୋଇଯାଇଥିଲା।

ଆଜି ସକାଳଠୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିବା ବେଳେ ସେଣ୍ଟରରେ କବାଟ କି ଝରକା ନ ଥିବା ଯୋଗୁଁ ଏହିଭଳି ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ଉଠିଛି। ଏଭଳି ଘଟଣାର ଭିଡିଓ ଫୁଟେଜ ଅନ୍ତେବାସୀ କରି ଭାଇରାଲ କରିଛନ୍ତି। ଏପରିକି ପ୍ରବାସୀମାନେ ସେଣ୍ଟର ବାହାରକୁ ଆସି ବିକ୍ଷୋଭ ପ୍ରର୍ଦଶନ କରିଛନ୍ତି।

   Related Posts