Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଗୋରୁ ବୋଝେଇ ପିକ୍ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ତ

22/07/2020 at 10:43 PM

ସାଲେପୁର୨୨/୭: କଟକ ଜିଲ୍ଲା ମାହାଙ୍ଗା ଥାନା ଜଗନ୍ନାଥପୁର ଫାଣ୍ଡି ଅଞ୍ଚଳ କୁଅଁପାଳ ଛତିଆ ରାସ୍ତାର ବିରୂପା ନଦୀପଠାରୁ ବେଆଇନ ଗୋରୁ ବୋଝେଇ ପିକଅପ ଭ୍ୟାନ ଓଲଟି ୫ଟି ଗୋରୁ ଗୁରୁତର। ଗୋରୁ ଗୁଡିକୁ ବିପଦଜନକ ଭାବେ ଯାଉଥିବା ବେଳେ ଗାଡିଟି ରାସ୍ତାରୁ ତଳକୁ ଓଲଟି ପଡିଥିଲା l ଫଳରେ ୫ଟି ଗୋରୁ କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।ଘଟଣାସ୍ଥଳରେ ପୋଲିସ ପହଂଚି ଗୋରୁଗୁଡିକୁ ଉଦ୍ଧାର କରିବା ସହ ଗାଡି ଓ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଥିବାର ସୂଚନା ମିଳିଛି।

   Related Posts