ଲଜ୍‌ ମାଲିକଙ୍କ ଲୁଟି ନେଲେ ସୁନା-ଗହଣା, ପୋଲିସ୍ କରୁଛି ତଦନ୍ତ

Published By : Prameya-News7 Bureau | October 16, 2020 IST

ଭଞ୍ଜନଗର୧୬/୧୦: ଲଜ ମାଲିକଙ୍କ ଘରୁ ଅଳଙ୍କାର ଚୋରି ଅଭିଯୋଗ। ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ବେଲଗୁଣ୍ଠା ମେନ ରୋଡ଼ ନିକଟରେ ଏମିତି ଘଟଣା ଦେଖିବାକୁ ମିଳିଛି।ଲୋକନାଥ ଭବନ ଲଜ ମାଲିକ କାଳୁ ଚରଣ ପଣ୍ଡାଙ୍କ ଘରୁ ସୁନା, ରୂପା ଚୋରି ହୋଇଛି। ଚୋରି ହୋଇଥିବା ସୁନା, ରୂପାର ସଠିକ ଆକଳନ ହୋଇନାହିଁ। ଏହି ଚୋରି ଘଟଣାରେ ପୋଲିସ୍ ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.