ବରଗଡ଼ରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧ ଛୁଇଁଲା: ୨ଟି ଅଞ୍ଚଳକୁ କଣ୍ଟେନମେଣ୍ଟ୍‌ ଜୋନ୍ ଘୋଷଣା

Published By : Prameya-News7 Bureau | June 01, 2020 IST

ବରଗଡ଼୧/୬: ବରଗଡ଼ରେ ପୁଣି ଜଣେ କରୋନା ସଂକ୍ରମିତ ଚିହ୍ନଟ। ଏହି ବ୍ୟକ୍ତିଙ୍କୁ ମିଶାଇ ବରଗଡ଼ ଜିଲ୍ଲାରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୧ କୁ ପହଁଞ୍ଚିଛି। ତେବେ ଚିହ୍ନଟ ହୋଇଥିବା ନୂଆ ୩ ଜଣ  ପ୍ରବାସୀ ଶ୍ରମିକ ତାମିଲନାଡୁ ଫେରନ୍ତା ବୋଲି ଜଣାପଡ଼ିଛି । ଏମାନଙ୍କୁ କ୍ଵାରେଣ୍ଟାଇନ୍ ସେଣ୍ଟରରେ ରଖା ଯାଇଥିଲା ସେମାନନଙ୍କ ସ୍ବାବ ନମୁନା ସଂଗ୍ରହ କରି ପଠାଯାଇଥିଲା।

wp:core-embed/twitter {"url":"https://twitter.com/DMBargarh/status/1267338384340652032?s=20","type":"rich","providerNameSlug":"twitter","className":""}
https://twitter.com/DMBargarh/status/1267338384340652032?s=20
/wp:core-embed/twitter

ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଲାଉମୁଣ୍ଡା ରାଣୀମାଲର ଟି.ଏମ.ସି ସେଣ୍ଟର ଓ ସାଇପାଲିର ପୁଟକି ଗ୍ରୀଞ୍ଜେଲ  ଟି .ଏମ .ସି ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ବୋଲି ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.