Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ଇଣ୍ଟରନେଟ୍‌ର ସବୁଠୁ ଅଧିକ ଭାଇରାଲ ହୋଇଥିବା ଫଟୋ: ଦୁଇଥର ଦେଖିବାକୁ ମନହେବ

21/05/2019 at 5:01 PM

ଆଜିକାଲି ପ୍ରତ୍ୟେକ ଜିନିଷ ଓ ଖବର ମଣିଷ ଇଣ୍ଟରନେଟ ମାଧ୍ୟମରେ ଲେକେ ଜାଣିପାରନ୍ତି। ସୋସିଆଲ ମିଡିଆରେ ଅଧିକାଂଶ ମଜାଦାର ଜିନିଷ ମଧ୍ୟ ଭାଇରାଲ ହୋଇଥାଏ। ତେବେ ଜାଣନ୍ତୁ ଏମିତି କିଛି ଫଟୋ ବିଷୟରେ ଯାହାକୁ ଭଲ ଭାବେ ଦେଖିଲେ ଏହି ଫଟୋ ପଛରେ ଥିବା ରହସ୍ୟ ଜଣା ପଡିବ। ଏହି ଫଟୋ ଦେଖିଲା ପରେ ହସ ଅଟକାଇବା କଷ୍ଟକର ହୋଇଥାଏ।    
୧- ଯେମିତି ଦେଖାଯାଉଛି ଫଟୋରେ ସେମିତି କିଛି ହୋଇନାହିଁ। ଏହି ଫଟୋରେ ଘୋଡା ତା ଛୁଆକୁ ଖାଇନାହିଁ।
୨- ଏହି ଫଟୋ ଦେଖିଲେ ଲାଗିବ ଯେମିତି ଏହି ଲୋକଙ୍କ ପାଇଁ ସରକାର ୧୦୦ ଟଙ୍କାର ନୂଆ ନୋଟ ଆରମ୍ଭ କରିଛନ୍ତି।
୩- ବିଶ୍ବରେ ଏହି ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ସବୁଠୁ ଅଧିକ ଭଲ ପାଆନ୍ତି ତାହା ଏହି ଫଟୋରେ ସ୍ପଷ୍ଟ ଜଣାପଡୁଛି।
୪- ଏହି ଫଟୋ ଦେଖିଲେ ଜଣା ପଡୁନି ଯେ, ଇଏ ମଣିଷ ନା ଘୋଡା।
୫- ଏହି ଫଟୋ ଭଲ ଭାବେ ଦେଖିଲେ ଜଣା ପଡିବ ଯେ, ଏଥିରେ ଥିବା ଲୋକଙ୍କ ମଧ୍ୟରୁ କାହାର କେଉଁ ଅଙ୍ଗ।

   Related Posts