Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ନିଆଁରେ ଜଳି ନାବାଳକ ଗୁରୁତର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ହରାଇଲେ ପ୍ରାଣ

30/04/2020 at 5:13 PM

ବାଲିପଟଣା୩୦/୪: ନିଆଁରେ ପୋଡ଼ି ନାବାଳକ ଗୁରୁତର ଗୁରୁବାର କଟକ ବଡ ମେଡିକାଲରେ ଚିକିତ୍ସାଧୀ ଅବସ୍ଥାରେ ପ୍ରାଣ ହରାଇଛି।ଗତାକାଲି ଅସାବଧାନତା ଯୋଗୁଁ ନିଆଁରେ ପୋଡି ହୋଇଯାଇଥିଲେ ବାଲିପାଟଣା ଥାନା ଅନ୍ତର୍ଗତ ଘାଷିଅନ୍ଧୋଟି ଗ୍ରାମର ନାବାଳକ ହରିଶ ଭୋଇ ।ଗୁରୁତର ଅବସ୍ଥାରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ବାଲିପାଟଣା ଥାନା ଘାଷିଅନ୍ଧୋଟି ଗ୍ରାମର ନରେନ୍ଦ୍ର ଭୋଇଙ୍କ ୯ ବର୍ଷ ବୟସର ନାବାଳକ ପୁତ୍ର ଦେହରେ ନିଆଁ ଲାଗି ଯାଇଥିଲା । ନାବାଳକ ଜଣକ ଗୁରୁତର ଭାବେ ପୋଡ଼ିହୋଇ ଯାଇଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ୍ ହସ୍ପିଟାଲ୍‌ ନିଆଯାଇଥିଲା । ତାଙ୍କ ଶରୀରର ୫୦% ଭାଗ ପୋଡ଼ି ହୋଇଯାଇଥିଲା। ଆଜି କଟକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି।

   Related Posts