Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ସିଇସିକୁ ସୁପାରିଶ କରାଯାଇଥିବା କଂଗ୍ରେସ ପ୍ରାର୍ଥୀ ତାଲିକା : ଜାଣନ୍ତୁ କେଉଁଠୁ ପ୍ରାର୍ଥୀ ହେବେ କିଏ

6/03/2019 at 6:10 PM

ଭୁବନେଶ୍ବର ୬|୩:  ନ୍ୟୁଜ୍ ୭ ହାତରେ କଂଗ୍ରେସର ପିଇସି ବୈଠକରେ ଚୂଡ଼ାନ୍ତ ହୋଇଥିବା ପ୍ରାର୍ଥୀ ତାଲିକା ଲାଗିଛି । ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଚୂଡ଼ାନ୍ତ ହୋଇ ତାଲିକା ସିଇସିକୁ ପଠାଇଛି ରାଜ୍ୟ କଂଗ୍ରେସ । ବରଗଡ଼ ଲୋକସଭା ପାଇଁ ହେମାନନ୍ଦ ବିଶ୍ବାଳ ଓ ପ୍ରକାଶ ଦେବତା, ସୁନ୍ଦରଗଡ଼ ଲୋକସଭା ପାଇଁ ଜର୍ଜ ତିର୍କୀ ଓ ପ୍ରଫୁଲ ମାଝି, ସମ୍ବଲପୁର ପାଇଁ  ଶରତ ପଟ୍ଟନାୟକ ଓ ଅମର ପ୍ରଧାନଙ୍କ ନା, କେନ୍ଦୁଝର ପାଇଁ ହରମୋହନ ସୋରେନ ଓ ବିନୀତା ମାଝି, ବାଲେଶ୍ବର ପାଇଁ ନବଜ୍ୟୋତି ପଟ୍ଟନାୟକ ଓ ସୁଦର୍ଶନ ଦାସ, ଭଦ୍ରକ ପାଇଁ ଅନନ୍ତ ପ୍ରସାଦ ସେଠୀ ଓ ପଞ୍ଚାନନ ମଣ୍ଡଳ, ଯାଜପୁର ପାଇଁ ମାସନ ଜେନା ଓ ଅର୍ଜୁନ ଚରଣ ଦାସ , ଢ଼େଙ୍କାନାଳ କେପି ସିଂଦେଓ ଓ ରାମଚନ୍ଦ୍ର ଖୁଣ୍ଟିଆ ଓ ଶାନ୍ତନୁ କୁମାର ସାହୁ, ବଲାଙ୍ଗିର ପାଇଁ  ସମରେନ୍ଦ୍ର ମିଶ୍ର ଓ ଲକ୍ଷ୍ମଣ କୁମାର ମେହେର, କଲାହାଣ୍ଡି ପାଇଁ ଜଗନ୍ନାଥ ପଟ୍ଟନାୟକ ଓ ଭକ୍ତ ଚରଣ ଦାସ, ନବରଙ୍ଗପୁର ପ୍ରଦୀପ ମାଝି ଓ ଚନ୍ଦ୍ରଶେଖର ମାଝି, କନ୍ଧମାଳ ମନୋଜ କୁମାର ଆଚାର୍ଯ୍ୟ ଓ ଚନ୍ଦ୍ର ଶେଖର ପରିଡ଼ା, କଟକ ପଞ୍ଚାନନ କାନୁଗୋ ଓ ସୁରୋସ ମହାପାତ୍ର, କେନ୍ଦ୍ରାପଡ଼ା ଧରଣୀଧର ନାୟକ ଓ ଚନ୍ମୟ ବେହୁରା, ଜଗତସିଂହପୁର ବିଭୂ ତରାଇ ଓ ପ୍ରଶାନ୍ତ ମଲ୍ଲିକ, ପୁରୀ ପାଇଁ ସତ୍ୟପ୍ରକାଶ ନାୟକ ଓ ବିଶ୍ବ ରଞ୍ଜନ ମହାନ୍ତି, ବ୍ରହ୍ମପୁର ପାଇଁ ତରୁପତି ପାଣିଗ୍ରାହୀ ଓ ତ୍ରିନାଥ ବେହେରା, କୋରାପୁଟ ପାଇଁ ଡମ୍ବରୁଧର ଉଲାକା ଆକାଶ ଉଲ୍ଲାକାଙ୍କ ନାଁ ପଠାଯାଇଛି ।

ବିଧାନସଭା ପ୍ରାର୍ଥୀ ତାଲିକା :

ପଦ୍ମପୁର- ସତ୍ୟଭୂଷଣ ସାହୁ, ଦେବରାଜ ବାଘ

ବିଜେପୁର- ରିପୁ ନାଥ ସେଠ, କିଶୋର ଦଫାଦତ

ବରଗଡ଼- ନିପନ ଦାସ, ସାଧୁ ନେପାକ

ଅତାବୀରା- ନିହାର ମହାନନ୍ଦ, ସୁଜାତା ବାଘ

ଭଟଲୀ- ସତ୍ୟନାରାୟଣ ଦେବତା, ସରୋଜ ମହାପାତ୍ର

ଝାରସୁଗୁଡ଼ା- ବିରେନ୍ଦ୍ର ପଣ୍ଡା, ଅଶୋକ ମିଶ୍ର

ତଲସରା- ପ୍ରଫୁଲ ମାଝି, ତ୍ରିକେଣୀ ମାଝି

ସୁନ୍ଦରଗଡ଼- ସୁମିତ୍ରା ବିଶ୍ବାଳ, ଜଟିଆ ମୁଣ୍ଡା

ବୀରମିତ୍ରପୁର- ପଟେଲ ବର୍ଲା, ସୁଷମା ନାୟକ

ରଘୁନାଥ ପାଲି- ଗୋପାଳ ଦାସ, ଗଜେନ୍ଦ୍ର ତାନ୍ତି

ରାଉରକେଲା- ରବି ରାୟ, ବିରେନ ସେନାପତି

ରାଜଗାଙ୍ଗପୁର-ଗେଗ୍ରରୀ ମିଞ୍ଜ, ରଞ୍ଜନ ଏକା

ବଣେଇ- ଜନାର୍ଦ୍ଦନ ଦେହୁରୀ

କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ, ଶୋଭାରାମ ପ୍ରଧାନ

ରେଙ୍ଗାଳି- ଦୁର୍ଯ୍ୟୋଧନ ଗଡ଼କିଆ, ତପସ୍ୟା ମହାନନ୍ଦା

ସମ୍ବଲପୁର- ଅଶ୍ବିନୀ ଗୁରୁ, ସୁରେଶ୍ବର ମିଶ୍ର

ରେଢ଼ାଖୋଲ- ଅସରଫ ଅଲ୍ଲି ଖାନ୍, ଦୁଲାଲ ପ୍ରଧାନ

ଦେବଗଡ଼- ଉମାକାନ୍ତ ସାହୁ, ସେମ ହେମ୍ବ୍ରମ

ଛେଣ୍ଡିପଦା- ସସ୍ମିତା ବହେରା, ନରୋତ୍ତମ ନାୟକ

ତେଲକୋଇ- ମୋହନ ହେମ୍ବ୍ରମ, ହରମୋହନ ସୋରେନ

ଘସିପୁର- ନିରଞ୍ଜନ ପଟ୍ଟନାୟକ, ରତିକାନ୍ତ ବରାଳ

ଆନନ୍ଦପୁର- ଜୟଦେବ ଜେନା, ସଂଗ୍ରାମ ଜେନା

 ପାଟଣା- ଗୌର ନାୟକ, ଗୋପେଶ୍ବର ନାୟକ

କେନ୍ଦୁଝର- ବିଦ୍ୟାଧର ଦେହୁରୀ, ସଦ୍ଧେଶ୍ବର ନାୟକ

ଚମ୍ପୁଆ- ପାର୍ଥ ସାରଥୀ ପହି, ବିପ୍ଲବ ମିଶ୍ର

କରଞ୍ଜିଆ- ଜବାମଣି ଟୁଡ଼ୁ, ତ୍ରିଲୋକେଶ୍ବର ନାୟକ

ସାରସକଣା- ବୟରେଲ ସିର୍କା, ଚୈତନ୍ୟ ହାଂସଦା

ରାଇରଙ୍ଗପୁର- ଶ୍ୟାମ ହାଂସଦା, ହେଲେନା ବାଘେ

ବାରିପଦା- କମଳା ତିରିଆ, ରାକେଶ ସିଂ

ମୋରଦା- ହେମନ୍ତ ଦାସ, ପ୍ରଭାକର ମହାପାତ୍ର

ବଡସାହି- ସଞ୍ଜୟ ବେହେରା, କ୍ଷୀରୋଦ ପାତ୍ର

ଜଳେଶ୍ବର- ଦେବିପ୍ରସାଦ ଦାସ, ତପନ ଦାସ

ଭୋଗରାଇ- ସତ୍ୟଶିବ ଦାସ

ବସ୍ତା- ବିଜନ ନାୟକ, ସଞ୍ଜୀବ ପାଢୀ

ବାଲେଶ୍ବର- ମାନସ ଦାସ ପଟ୍ଟନାୟକ,ଗୋପାଳ ଖଣ୍ଡେଲଓ୍ବାଲା

ନୀଳଗିରି- ଅକ୍ଷୟ କୁମାର ଆଚାର୍ଯ୍ୟ, ଜୋତ୍ସା ଦେବୀ ମର୍ଦ୍ଦରାଜ

ସୋର- ମହେଶ୍ବର ସେଠୀ, ମୃତ୍ୟୁଞ୍ଜୟ ଜେନା

ସିମୁଳିଆ- ଶରତ ରାଜ, ରବି ଶତପଥୀ

ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ, ସୁବ୍ରତ ଦାସ

ଭଦ୍ରକ- ନରେନ ପଲାଇ, ନଳୀନି କାନ୍ତ ମହାନ୍ତି

ବାସୁଦେବପୁର- ଅଶୋକ ଦାସ, ଲପୁ ମହାକୁଡ

ଧାମନଗର- ବିଦ୍ୟାଧର ଜେନା, କୁମାରଶ୍ରୀ ଚିରଞ୍ଜିବୀ

ଚାନ୍ଦବାଲି- ଅମୀୟ ମହାପାତ୍ର, ଜ୍ୟୋତି ପ୍ରକାଶ ମହାନ୍ତି

ବରି- ମନୋଜ ମହାପାତ୍ର

   Related Posts