Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ବିଧାନସଭା ପାଇଁ ବିଜେଡିରୁ କିଏ କିଏ ବିଜୟୀ ହେଲେ ଜାଣନ୍ତୁ

23/05/2019 at 8:51 PM

ଭୁବନେଶ୍ବର୨୩|୫: ଓଡିଶା ବିଧାନସଭାର ୧୪୬ ଆସନ ପାଇଁ ଭୋଟ ଗଣତି ଚାଲିଥିବା ବେଳେ ବିଜେଡିର ୪୦ରୁ ଅଧିକ ପ୍ରାର୍ଥୀଙ୍କ ବିଜୟ ତାଲିକା  ହସ୍ତଗତ ହୋଇଛି । ନଜର ପକାନ୍ତୁ କେଉଁମାନେ ବିଜୟୀ ହେଲେ ।

୧. ନବୀନ ପଟ୍ଟନାୟକ- ହିଞ୍ଜିଳି, ବିଜେପୁର
୨.ପ୍ରମିଳା ମଲ୍ଲିକ-ବିଞ୍ଝାରପୁର
୩.ସ୍ନେହାଙ୍ଗିନୀ ଛୁରିଆ-ଅତାବିରା
୪.ସୁଶାନ୍ତ ସିଂହ-ଭଟଲି
୫.ଅନନ୍ତ ଜେନା-ଭୁବନେଶ୍ବର ମଧ୍ୟ
୬.ଉଷା ଦେବୀ-ଚିକିଟି
୭.ବିକ୍ରମ ପଣ୍ଡା-ବ୍ରହ୍ମପୁର
୮।ପ୍ରତାପ ଜେନା-ମାହାଙ୍ଗା
୯.ମୁକେଶ ପାଲ-ପାଲଲହଡା
୧୦.ସୁନନ୍ଦା ଦାଶ- ବରି
୧୧.ମନୋହର ରନ୍ଧାରୀ-ଡାବୁଗାଁ
୧୨.ବିକ୍ରମକେଶରୀ ଆରୁଖ- ଭଞ୍ଜନଗର
୧୩.ବିଷ୍ଣୁବ୍ରତ ରାଉତରାୟ-ବାସୁଦେବପୁର
୧୪.ଜଗନ୍ନାଥ ସାରକା-ବିଷମକଟକ
୧୫.ନବ କିଶୋର ଦାସ- ଝାରସୁଗୁଡା
୧୬. ମଞ୍ଜୁଳା ସ୍ବାଇଁ-ଆସ୍କା
୧୭. ଶ୍ରୀକାନ୍ତ ସାହୁ-ପୋଲସରା
୧୮.ଜ୍ୟୋତିରଞ୍ଜନ ପାଣିଗ୍ରାହୀ-ସିମୁଳିଆ
୧୯. ପ୍ରଫୁଲ୍ଲ ସାମଲ-ଭଣ୍ଡାରୀପୋଖରୀ
୨୦.ପ୍ରଣବ ପ୍ରକାଶ ଦାସ-ଯାଜପୁର
୨୧.ପ୍ରଦୀପ ଅମାତ-ବୌଦ୍ଧ
୨୨.ନୃସିଂହ ସାହୁ-ପର୍ଜଙ୍ଗ
୨୩.ଅମର ଶତପଥୀ-ବଡଚଣା
୨୪.ପ୍ରକାଶ ମାଝୀ-ଝରି ଗାଁ
୨୫.ମୀନାକ୍ଷୀ ମହନ୍ତ-ଚମ୍ପୁଆ
୨୬.ପ୍ରଫୁଲ୍ଲ ମଲ୍ଲିକ- କାମାକ୍ଷାନଗର
୨୭.ଭାଗୀରଥୀ ସେଠୀ-ଆନନ୍ଦପୁର
୨୮.ଅଶୋକ ପଣ୍ଡା-ଭୁବନେଶ୍ବର ଏକାମ୍ର
୨୯.ଅରବିନ୍ଦ ଢାଲି-ଜୟଦେବ
୩୦.ରାଜକିଶୋର ଦାସ-ମୋରଡା
୩୧.ରମେଶଚନ୍ଦ୍ର ସୟ-ଆଠମଲ୍ଲିକ
୩୨.ମହିଧର ରଣା-କଣ୍ଟାମାଳ
୩୩.ସୁଧୀର ସାମଲ-ଢେଙ୍କାନାଳ
୩୪.ପ୍ରୀତିରଞ୍ଜନ ଘଡେଇ-ସୁକିନ୍ଦା
୩୫.ସଞ୍ଜୀବ ମଲ୍ଲିକ-ଭଦ୍ରକ
୩୬.ପ୍ରଣବ ବଳବନ୍ତରାୟ-ଧର୍ମଶାଳା
୩୭.ବଦ୍ରିନାରାୟଣ ପାତ୍ର-ଘଷିପୁରା
୩୮.ପ୍ରମୋଦ ମଲ୍ଲିକ-ନିଆଳି
୩୯.ପୂର୍ଣ୍ଣଚନ୍ଦ୍ର ସ୍ବାଇଁ-ସୋରଡା
୪୦. ସୁଦାମ ମରାଣ୍ଡି-ବାଙ୍ଗିରିପୋଷୀ
୪୧.କିଶୋର ଚନ୍ଦ୍ର ନାୟକ-କୁଚିଣ୍ଡା
୪୨.ରଘୁରାମ ପଡାଲ- କୋରାପୁଟ
୪୩.ଲତିକା ପ୍ରଧାନ-କବିସୂର୍ଯ୍ୟନଗର
୪୪.ବିଜୟରଞ୍ଜନ ସିଂ ବରିହା-ପଦମପୁର
୪୫.ସୁବାସ ବେହେରା- ଛତ୍ରପୁର
୪୬.ଅଶୋକ ବଳ-କୋରେଇ
୪୭.ନିରଞ୍ଜନ ପୂଜାରୀ-ସୋନପୁର
୪୮.ସମୀର ରଞ୍ଜନ ଦାସ- ନିମାପଡା
୪୯.ପଦ୍ମନାଭ ବେହେରା-ବୀରମହାରାଜପୁର
୫୦.ସୀମାରାଣୀ ନାୟକ-ହିନ୍ଦୋଳ
୫୧.କିଶୋର ମହାନ୍ତି- ବ୍ରଜରାଜନଗର
୫୨.ପ୍ରଶାନ୍ତ ବେହେରା-ସାଲେପୁର
୫୩.ବ୍ରଜକିଶୋର ପ୍ରଧାନ-ତାଳଚେର
୫୪.ବ୍ୟୋମକେଶ ରାୟ-ଚାନ୍ଦବାଲି
୫୫.ଦେବରଞ୍ଜନ ତ୍ରିପାଠୀ-ବାଙ୍କୀ
୫୬.ସୌଭିକ ବିଶ୍ବାଳ- କଟକ ଚୌଦ୍ବାର
୫୭.ପ୍ରଶାନ୍ତ ଜଗଦେବ- ଚିଲିକା
୫୮.ଜିତୁ ମିତ୍ର-ଖୋର୍ଦ୍ଧା
୫୯.ସମ୍ବିତ ରାଉତରାୟ- ପାରାଦ୍ବୀପ
୬୦. ସରୋଜ ମେହେର-ପାଟଣାଗଡ
୬୧.ରଜନୀକାନ୍ତ ସିଂହ-ଅନୁଗୁଳ
୬୨.ଚନ୍ଦ୍ରସାରଥୀ ବେହେରା-କଟକ ସଦର
୬୩.ଜଗନ୍ନାଥ ନାୟକ-ପାଟଣା
୬୪.ବାସନ୍ତୀ ହେମ୍ବ୍ରମ-କରଞ୍ଜିଆ
୬୫.ପ୍ରେମାନନ୍ଦ ନାୟକ-ତେଲକୋଇ
୬୬.ରାଜେନ୍ଦ୍ର ଢୋଲକିଆ-ନୂଆପଡା
୬୭.ପଦ୍ମିନୀ ଦିଆନ-କୋଟପାଡ
୬୮.ରୋହିତ ପୂଜାରୀ-ରେଢାଖୋଲ
୬୯.ପ୍ରଦୀପ କୁମାର ପାଣିଗ୍ରାହୀ-ଗୋପାଳପୁର
୭୦. ଉମାସାନ୍ତରାୟ-ସତ୍ୟବାଦୀ
୭୧.ସରଦା ନାୟକ-ରାଉରକେଲା
୭୨.ଭୂପିନ୍ଦର ସିଂହ-ନର୍ଲା
୭୩.ପର୍ଶୁରାମ ଧଡା-ଶ୍ବର
୭୪.ସୂର୍ଯ୍ୟମଣୀ ବୈଦ୍ୟ-ଖଲ୍ଲିକୋଟ
୭୫.ପ୍ରଦୀପ କୁମାର ଦିଶାରୀ-ଲାଞ୍ଜିଗଡ
୭୬.ମୌଷଦୀ ବାଗ୍-ଧର୍ମଗଡ
୭୭.ପ୍ରୀତମ ପାଢୀ-ପଟାଙ୍ଗୀ
୭୮.ଦେବୀପ୍ରସାଦ ମିଶ୍ର-ବଡମ୍ବା ନରସିଂହପୁର
୭୯.ସୁବ୍ରତ ତରାଇ-ରଘୁନାଥ ପାଲ୍ଲୀ
୮୦.ସୁଶାନ୍ତ ବେହେରା-ଛେଣ୍ଡିପଦା
୮୧.ଦିବ୍ୟଶଙ୍କର ମିଶ୍ର-ଜୁନାଗଡ
୮୨.ଅରୁଣ ସାହୁ-ନୟାଗଡ
୮୩. ବିଷ୍ଣୁ ଦାସ-ତିର୍ତ୍ତୋଲ
୮୪.ସଦାଶିବ ପ୍ରଧାନୀ-ନବରଙ୍ଗପୁର
୮୫.ରଣେନ୍ଦ୍ର ପ୍ରତାପ ସ୍ବାଇଁ-ଆଠଗଡ
୮୬.ରଘୁନାଥ ଗମାଙ୍ଗ-ଗୁଣୁପୁର
୮୭.ପ୍ରେମାନନ୍ଦ ନାୟକ-ତେଲକୋଇ
୮୮.ସୂର୍ଯ୍ୟନାରାୟଣ ପାତ୍ର-ଦିଗପହଣ୍ଡି
୮୯.ରାଜେନ୍ଦ୍ର ସାହୁ- ବେଗୁନିଆ
୯୦.ସୁଶାନ୍ତ ରାଉତ-ଭୁବନେଶ୍ବର ଉତ୍ତର
୯୧.ପ୍ରଶାନ୍ତ ମୁଦୁଲି-ଜଗତସିଂହପୁର
୯୨.ଅଶ୍ବିନୀ ପାତ୍ର-ଜଳେଶ୍ବର




   Related Posts