Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ସ୍ବାମୀ ମରିଥିଲା, ସନ୍ତାନ ବି ମରିଗଲା : ଆଜି ଆଖିବୁଜିଲା ନନ୍ଦନକାନନର ଏକମାତ୍ର ମାଇ ନୀଳଗିରି ଲଙ୍ଗୁର , ଲୋପ ହେଲା ବଂଶ

23/09/2019 at 3:55 PM

ବାରଙ୍ଗ୨୩|୯; ନନ୍ଦନକାନନ ଖୁଆଡ ନଂ ୫୫(କ)ରେ ଥିବା ଏକମାତ୍ରମାଇ ନୀଳଗିରି ଲଙ୍ଗୁରର ଆଜି ମୃତ୍ୟୁ ହୋଇଛି । ଫଳରେ ନନ୍ଦନକାନନରୁଏହି ବଂଶ ସମ୍ପୂଣ୍ଣ ଲୋପ ପାଇ ଯାଇଛି । ୨୦୧୭ମସିହା ସେପ୍ଟମ୍ବର ୨୬ତାରିଖରେ ଚେନ୍ନାଇ ଭାଣ୍ଡାଲୁର ରାଜୀବଗାନ୍ଧୀ ଜୁଲୋଜିକାଲ ପାର୍କରୁଏପରି ବିରଳ ଲଙ୍ଗୁର ଗୋଟିଏ ଯୋଡା ନନ୍ଦନକାନନ ଅଣାଯାଇ ଥିଲା।

ପ୍ରଥମେ ଗତ ମେ ମାସ ୩୧ ତାରଖରେ ଅଣ୍ଡିରା ନିଳଗିରୀ ଲାଙ୍ଗୁରର ମୃତ୍ୟୁ ଘଟିଥିଲା । ଏହାର ଦିନକ ପରେ  ଅର୍ଥ।ତ ଜୁନ ୧ ତାରିଖରେ ମାଇ ଲଙ୍ଗୁରୁ ଏକ ଶାବକକୁ ଜନ୍ମ ଦେଇଥିଲା ।

ହେଲେ ଗତ ଅଗଷ୍ଟ ୧୪ ତାରିଖରେ ଶାବକଟି ତଳକୁ ପଡି ମୃତ୍ୟୁ ହୋଇଥିଲା । ବଂଚିଥିବା ଏକମାତ୍ର ମାଇ ନିଳଗିରୀ ଲାଙ୍ଗୁରର ଆଜି ମୃତ୍ୟୁ ଘଟିବାପରେ ଏହିବଂଶ ଲୋପ ପାଇ ଯାଇଛି । ଶବ ବ୍ୟବଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ନନ୍ଦନକାନନ ପକ୍ଷରୁ କୁହାଯାଇଛି ।

   Related Posts