କେନ୍ଦୁଝର ଦୁଷ୍କର୍ମ ଘଟଣାରେ ହସ୍ତକ୍ଷେପ କଲେ ମାନବାଧିକାର କମିଶନ

Published By : Prameya-News7 Bureau | June 07, 2020 IST

କେନ୍ଦୁଝର୭/୬: କେନ୍ଦୁଝରରେ ଦୁଷ୍କର୍ମ ଘଟଣାରେ ହସ୍ତକ୍ଷେପ କଲା ମାନବାଧିକାର କମିଶନ। ଯୋଡାରେ ଘଟିଥିବା ନାବାଳିକା ଦୁଷ୍କର୍ମ ସମ୍ପର୍କରେ କେନ୍ଦୁଝର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ୬ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ  ନିର୍ଦ୍ଦେଶ ଦେଲେ ମାନବାଧିକାର କମିଶନ। ଏଥିସହ ଅଭିଯୁକ୍ତଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଓ କେତେ ଟଙ୍କା କ୍ଷତିପୂରଣ ଦିଆଯାଇଛି, ଏସବୁର ସବିଶେଷ ତଥ୍ୟ ଜୁଲାଇ ୨୩ ତାରିଖ ପୂର୍ବରୁ ପ୍ରଦାନ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.