Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ମାନ ରଖିଲା ଭାରତ, ଶେଷ ଦିନିକିଆରେ କଙ୍ଗାରକୁ ୧୩ ରନରେ ଦେଲା ମାତ୍, ୨-୧ରେ ସିରିଜ୍ ଜିତିଲା ଅଷ୍ଟ୍ରେଲିଆ
  • ||
  • ମାଲକାନଗିରି : ଶବ ସତ୍କାର ପାଇଁ ଗାଁ ମଶାଣୀରେ ମିଳୁନି ଜାଗା, ୨୪ ଘଣ୍ଟା ହେଲା ଗାଁ ଦାଣ୍ଡରେ ପଡିଛି ମୃତଦେହ
  • ||
  • ଜୟପୁର : ଆତ୍ମସମର୍ପଣ କଲେ ମହିଳା ମାଓବାଦୀ, ହାର୍ଡକୋର ମାଓବାଦୀ ରାମକ୍ରିଷ୍ଣାର ଥିଲା ଅଙ୍ଗରକ୍ଷୀ
  • ||
  • ଭୁବନେଶ୍ବର : ୧୧୨ ଡାଏଲ କରନ୍ତୁ, ମିଳିବ ସବୁ ଜରୁରୀ ସେବା ଓ ସହାୟତା : ନୂଆ ଏକକ ପୋଲିସ ହେଲ୍ପ ଲାଇନ୍ ନମ୍ବର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • କଟକ : ‘ସ୍କୁଲ ଫି’ ଧାର୍ଯ୍ୟ ପାଇଁ ଆଇନ ନାହିଁ’- ହାଇକୋର୍ଟରେ ଏଭଳି ତଥ୍ୟ ରଖିଲେ ସରକାର
  • ||
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||

ପୁଣି ରିଙ୍ଗକୁ ଓହ୍ଲାଇବେ ଗ୍ରେଟ ଖଲି , ଏହି ଦିନ ହେବ ଫାଇଟ୍

5/11/2019 at 9:00 PM

ନୂଆଦିଲ୍ଲୀ୫/୧୧: ରେସ୍‌ଲର ଅଣ୍ଡରଟେକରଙ୍କୁ ଟକ୍କର ଦେଉଥିବା ପୂର୍ବତନ ଡବ୍ଳୁଡବ୍ଲୁ ଚାମ୍ପିଆନସିପ୍‌ ଗ୍ରେଟ ଖଲି ପୁଣି ଥରେ ରିଙ୍ଗ୍‌କୁ ଓହ୍ଳାଇବେ। ସେ କେଉଁ ଦିନ ଫାଇଟ୍ କରିବେ ସେଥିଲାଗି ତାରିଖ ସ୍ଥିର ହୋଇସାରିଛି। ଏହି ଫାଇଟ୍ ଅନ୍ୟ କୌଣସି ଦେଶ ନୁହେଁ ଭାରତ ହେବ। ଏହି ଫାଇଟ୍ ପ୍ରତିଯୋଗିତାରେ ବହୁ ବିଦେଶୀ ରେସ୍‌ଲରଙ୍କୁ ଦେଖିବାକୁ ମିଳିବ। ଡିସେମ୍ବରରେ ଏହି ପ୍ରତିଯୋଗିତା ଆରମ୍ଭ ହେବ।

ଆସନ୍ତା ମାସ ହିମାଚଳର ରାମପୁରରେ ଏମଏମଏର ଅଲ୍‌ଟିମେଟ୍ ଫାଇଟ୍‌ ଲିଗ୍‌ ଦେଖିବାକୁ ମିଳିବ। ଡବ୍ଳୁଡବ୍ଲୁରେ  ଭାରତ ପାଇଁ ଗୌରବ ଆଣିଥିବା ହିମାଚଳର ଦଲିପ୍‌ ସିଂହ ଖଲି ଏଥିରେ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ହେବେ। ଅର୍ନ୍ତଜାତୀୟସ୍ତର ରେସ୍‌ଲର ରାଶି ସିନ୍ଦେଙ୍କୁ ଏହି ଫାଇଟ୍‌ରେ ଦେଖିବାକୁ ମିଳିବ। ଭାରତ ବ୍ୟତୀତ ଅନ୍ୟ ଦେଶର ରେସ୍‌ଲର ମଧ୍ୟ ରିଙ୍ଗ୍‌ ମଧ୍ୟରେ ଫାଇଟ୍ କରୁଥିବାର ଦେଖିବାକୁ ପାଇବେ।

ଆସନ୍ତା ଡିସେମ୍ବର ମାସ ରାମପୁରର ପାଟବଙ୍ଗଳା ମୈଦାନରେ ଫାଇଟ୍ ଲିଗ ଦେଖିବାକୁ ମିଳିବ। ଏଥିରେ ଭାରତ, ବ୍ରାଜିଲ, ଆଫଗାନିସ୍ତାନ, ଋଷ, ଥାଇଲ୍ୟାଣ୍ଡ ଓ ଆମେରିକାର ସମେତ ଅନ୍ୟ ଦେଶର ରେସ୍‌ଲର ଭାଗ ନେବେ। ଏଥିରେ ଅର୍ନ୍ତଜାତୀୟ ସ୍ତରରେ ୧୬ ପୁରୁଷ ଓ ୪ ଜଣ ମହିଳା ରେସ୍‌ଲର ଭାଗ ନେବେ।

   Related Posts