ସରକାରଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗ ଫେରନ୍ତା, ୨୨ଜଣଙ୍କୁ ଜଣ କରାଗଲା ଆଇସୋଲେଟ୍

Published By : Prameya-News7 Bureau | April 22, 2020 IST

ସୋର ୨୨।୦୪: ପଶ୍ଚିମବଙ୍ଗରୁ ଗଳାବାଟ ଦେଇ ଆସିଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନର କଡା ନଜର। ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଉଠାଇ ନେଇ ଆସୋଲେସନରେ ରଖିଲା ପ୍ରଶାସନ। ମାର୍ଚ୍ଚ ୨୦ ପରେ ସୋର ବ୍ଲକ ଓ ମ୍ୟୁନିସିପାଲିଟିକୁ ଆସିଛନ୍ତି ୨୮୪ ଜଣ ବ୍ୟକ୍ତି ।

{"id":258257,"sizeSlug":"large"}

ବ୍ଲକ ତରଫରୁ ୧୫୦ ବ୍ୟକ୍ତିକୁ ସରକାରୀ ଆଇସୋଲେସନ ସେଣ୍ଟରକୁ ପଠାଯାଇଛି ।
ସେହିଭଳି ମ୍ୟୁନିସିପାଲଟିର ୨୮ଜଣଙ୍କ ମଧ୍ୟରୁ ୨୨ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ଖୁବଶୀଘ୍ର ପଶ୍ଚିମବଙ୍ଗ ଫେରନ୍ତାଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୋର ବିଡିଓ ସୁଶାନ୍ତ ବାରିକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.