Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ସରକାରଙ୍କ ଟାର୍ଗେଟରେ ପଶ୍ଚିମବଙ୍ଗ ଫେରନ୍ତା, ୨୨ଜଣଙ୍କୁ ଜଣ କରାଗଲା ଆଇସୋଲେଟ୍

22/04/2020 at 3:03 PM

ସୋର ୨୨।୦୪: ପଶ୍ଚିମବଙ୍ଗରୁ ଗଳାବାଟ ଦେଇ ଆସିଥିବା ବ୍ୟକ୍ତିଙ୍କ ଉପରେ ପ୍ରଶାସନର କଡା ନଜର। ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ଉଠାଇ ନେଇ ଆସୋଲେସନରେ ରଖିଲା ପ୍ରଶାସନ। ମାର୍ଚ୍ଚ ୨୦ ପରେ ସୋର ବ୍ଲକ ଓ ମ୍ୟୁନିସିପାଲିଟିକୁ ଆସିଛନ୍ତି ୨୮୪ ଜଣ ବ୍ୟକ୍ତି ।

ବ୍ଲକ ତରଫରୁ ୧୫୦ ବ୍ୟକ୍ତିକୁ ସରକାରୀ ଆଇସୋଲେସନ ସେଣ୍ଟରକୁ ପଠାଯାଇଛି ।
ସେହିଭଳି ମ୍ୟୁନିସିପାଲଟିର ୨୮ଜଣଙ୍କ ମଧ୍ୟରୁ ୨୨ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି। ଖୁବଶୀଘ୍ର ପଶ୍ଚିମବଙ୍ଗ ଫେରନ୍ତାଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୋର ବିଡିଓ ସୁଶାନ୍ତ ବାରିକ ସୂଚନା ଦେଇଛନ୍ତି ।

   Related Posts