ଅଭିଯୋଗ ଦାଖଲ ଲାଗି ହ୍ବାଟସ୍‌ଆପ୍‌ ନମ୍ବର ଜାରି କଲେ ଗଞ୍ଜାମ ଜିଲ୍ଲାପାଳ

Published By : Prameya-News7 Bureau | May 28, 2020 IST

ବ୍ରହ୍ମପୁର୨୮/୫: ଗଞ୍ଜାମ ଜିଲ୍ଲାପାଳଙ୍କ ନୂଆ ତରିକାରେ ଅଭିଯୋଗ ଶୁଣାଣି ପାଇଁ ପଦକ୍ଷେପ। ଅଭିଯୋଗ ଶୁଣାଣି ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିବା ଆବଶ୍ୟକ ନାହିଁ ।

{"id":277462,"sizeSlug":"large"}

୯୪୩୭୫୬୩୮୦୦ ନମ୍ବରକୁ  ହ୍ବାଟସପ୍‌ ମାଧ୍ୟମରେ ଅଭିଯୋଗ କରି ପାରିବେ। ନିୟମ ଅନୁସାରେ ଅଭିଯୋଗ ଗ୍ରହଣ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.