ମାର୍ଚ୍ଚ ୨୯ ଯାଏଁ ବନ୍ଦ ରହିବ ଆହାର କେନ୍ଦ୍ର, କେବଳ ଡ଼ାକ୍ତରଖାନାରେ ରହିବ ଖୋଲା
24/03/2020 at 4:27 PM

ଭୁବନେଶ୍ବର୨୪/୩: ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ଆହାର କେନ୍ଦ୍ର ସବୁ ବନ୍ଦ ରହିବ। କେବଳ ହସ୍ପିଟାଲ ପରିସରରେ ଥିବା ଆହାର କେନ୍ଦ୍ର ହିଁ ଖୋଲା ରହିବ। ଏ ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଗୋଟିଏ ସ୍ଥାନରେ ଅଧିକ ଲୋକ କିପରି ଏକାଠି ନ ହେବେ, ସେଥିପ୍ରତି ସରକାର ଲୋକମାନଙ୍କୁ ସତର୍କ କରିଛନ୍ତି। ଆହାର କେନ୍ଦ୍ରରେ ଭିଡ କମାଇବା ପାଇଁ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆଜି ପୂରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିଛି। ଲକ୍ ଡାଉନର ଦ୍ବିତୀୟ ଦିନରେ ଲୋକମାନଙ୍କୁ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାର ପରାମର୍ଶ ଦେଇଛନ୍ତି।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021