Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||

ଏୟାରହୋଷ୍ଟେସ ଖୋଲିଲେ ରାଜ୍ : ଏହିଭଳି କରାଯାଇଥାଏ ମହିଳା ଏୟାରହୋଷ୍ଟେସମାନଙ୍କୁ ଚେକିଂ

27/08/2019 at 10:39 AM

ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ତେବେ ଆପଣ ମଧ୍ୟ ଜାଣିବା ଜରୁରୀ ଯେ ବିମାନର ଭିତରର ମାହୋଲ କେଉଁଭଳି ଥାଏ ଅଥବା ଏୟାରହୋଷ୍ଟେସ ଆପଣଙ୍କ ସହ କେମିତି ବ୍ୟବହାର କରିବେ । ବିମାନରେ ଯାତ୍ରା କରିବା ସମୟରେ ଯେଉଁଠାରେ ଆପଣଙ୍କୁ ଇକୋନୋମି କ୍ଲାସ୍ ରେ ଯେଉଁଠାରେ ଆପଣଙ୍କୁ ସାମାନ୍ୟ ଟ୍ରିଟମେଣ୍ଟ ମିଳୁଥିବା ବେଳେ ବିଜନେସ୍ କ୍ଲାସ୍ ରେ କିଛି ଭିନ୍ନ ଧରରଣ ଟ୍ରିଟମେଣ୍ଟ କରାଯାଇଥାଏ । ଏଭଳି ଅନୁଭବକୁ ସୁଖଦ କରିବାରେ ଏୟାରହୋଷ୍ଟେସମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ନିକଟରେ ଜଣେ ଏୟାରହୋଷ୍ଟେସ ଏହାର ରହସ୍ୟ ଉନ୍ମୋଚନ କରିବାକୁ ଯାଇ ଯାହା ବଖାଣିଛନ୍ତି ତାହା ଶୁଣିଲେ ଆପଣଙ୍କୁ ବି ଝଟକା ଲାଗିପାରେ । ମହିଳା ଏୟାରହୋଷ୍ଟେସ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ବିମାନରେ ଚେକିଂ କରିବା ସମୟରେ ସଂପୂର୍ଣ୍ଣ ନିର୍ବସ୍ତ୍ର କରାଯାଇଥାଏ ।

ସେ କହିଛନ୍ତି ଯେ, ଏୟାରହୋଷ୍ଟେସମାନଙ୍କୁ ସବୁବେଳେ ନିର୍ବସ୍ତ୍ର କରି ସିକ୍ୟୁରିଟି ଗାର୍ଡ ଚେକିଂ କରିଥାନ୍ତି । ଏମିତିକି ସେମାନଙ୍କୁ ଅଶ୍ଳୀଳ ଭାବେ ଛୁଇଁବାକୁ ପ୍ରୟାସ ମଧ୍ୟ କରାଯାଇଥାଏ । ଏହା ଅଭିଯୋଗ ବାରମ୍ବାର କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୁଏନାହିଁ ବୋଲି ସେ କହିଛନ୍ତି । ଜଣେ ଏୟାରହୋଷ୍ଟେସ ଏପରି ଏକ ଭିଡିଓ ଶୁଟ୍ କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ଏବେ ଉପରିସ୍ଥ ଅଧିକାରୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି ।

ଏମିତିକି ସେମାନଙ୍କ ବ୍ୟାଗ୍ ରେ ଥିବା ସାନିଟାରୀ ପ୍ୟାଡ୍ ମଧ୍ୟ ବାହାର କରାଯାଇ ଚେକିଂ କରାଯାଇଥାଏ ।

   Related Posts