Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • LICର ଏମ୍‌ଡି ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି, ଫେବୃଆରୀ ୧ରୁ ସମ୍ଭାଳିବେ ଦାୟିତ୍ବ
  • ||
  • ଜାନୁଆରୀ ୨୭, ସକାଳେ ଜେଲ୍‌ରୁ ମୁକୁଳିପାରନ୍ତି ଭି.କେ. ଶଶିକଳା
  • ||
  • ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ଖୋଲିଵାକୁ ସରକାରଙ୍କ ନିଷ୍ପତ୍ତି
  • ||
  • କଟକ:କାଲିଠାରୁ ଖୋଲିଵ ନେତାଜୀ ସଂଗ୍ରହାଳୟ
  • ||
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||

ଏହି ୭ଟି ରାଶିର ବ୍ୟକ୍ତିଙ୍କ ଉପରେ ରହିଛି ମା’ ଲକ୍ଷ୍ମୀଙ୍କ କୃପା, ଆଜିଠାରୁ ବଦଳିବ ଭାଗ୍ୟ

3/12/2019 at 9:52 AM

rashi

ମା’ ଲକ୍ଷ୍ମୀଙ୍କ କୃପାରୁ ଆଜିଠାରୁ ୭ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ ପରିବର୍ତ୍ତନ ହେବ । ଏମାନଙ୍କ ଜୀବନରେ ଭଲ ଦିନର ଶୁଭରମ୍ଭ ହେବ । ତେବେ ଆସନ୍ତୁ ଜାଣିବା ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟରେ କଣ କଣ ପରିବର୍ତ୍ତନ ଘଟିବ ।

ଚାକିରୀ କରୁଥିବା ବ୍ୟକ୍ତିଙ୍କ ଆୟ ଏବଂ ପ୍ରତିଷ୍ଠା ବୃଦ୍ଧି ହୋଇପାରେ । କର୍ମକ୍ଷେତ୍ରରେ ମାନ ସମ୍ମାନ ବଢିପାରେ । ବ୍ୟବସାୟରେ ମଧ୍ୟ ଆଶାନୁରୂପ ଫଳ ମିଳିପାରିବ । ଶିଶକ୍ଷା ଏବଂ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି । ଚାକିରୀ କରୁଥିବା ବ୍ୟକ୍ତିଙ୍କ ବେତନ ବୃଦ୍ଧି ହୋଇପାରେ । ଏମାନଙ୍କର ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସାମାଜିକ କ୍ଷେତ୍ରରେ ପ୍ରତିଷ୍ଠା ମିଳିପାରେ । ପ୍ରେମ ଜୀବନରେ ଅପାର ସଫଳତା ମିଳିବାର ଯୋଗ ରହିଛି । ଏହି ରାଶିର ବ୍ୟକ୍ତିଙ୍କ ବୈବାହିକ ଜୀବନ ଶୁଖ ଶାନ୍ତିରେ କଟିବ ।

ଏହି ରାଶିର ବ୍ୟକ୍ତିଙ୍କ ଆଗାମୀ ସମୟ ଭଲ ରହିବ । ସବୁ କାମରେ ଏମାନେ ପ୍ରଶଂସାର ପାତ୍ର ହେବେ । ଏମାନଙ୍କର ଭୌତିକ ସୁଖ-ସାଧନାରେ ବୃଦ୍ଧି ହେବ । ଚାକିରୀ କରୁଥିବା ବ୍ୟକ୍ତିଙ୍କ ଆୟ ଏବଂ ପ୍ରତିଷ୍ଠା ବୃଦ୍ଧି ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ହେବାର ଯୋଗ ମଧ୍ୟ ରହିଛି । ଏହି ରାଶିର ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ହେବାର ସମ୍ଭାବନା ରହିଛି । ଏହି ର୪ଟି ରାଶି ହେଉଛି ମେଷ, ସିଂହ, ମକର, ବିଚ୍ଛା, କନ୍ୟା, ମିଥୁନ ଏବଂ କୁମ୍ଭ ।

   Related Posts