Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଜିଠାରୁ ଏହି ୬ଟି ରାଶିର ବ୍ୟକ୍ତି ହେବେ ଭାଗ୍ୟଶାଳୀ, ଜାଣନ୍ତୁ କେଉଁ କେଉଁ ରାଶି

24/11/2019 at 12:01 PM

ମନୁଷ୍ୟ ଜୀବନରେ ସବୁ ସମୟରେ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ନୂଆ ନୂଆ ଘଟଣାମାନ ଘଟିଥାଏ । ମାତ୍ର ଏସବୁ ପରିବର୍ତ୍ତନ ସମ୍ବନ୍ଧରେ ଆଗରୁ କିଛି ଜାଣିବାକୁ ଚାହୁଁଛନ୍ତି ତେବେ ଏସବୁ ମାମଲାରେ ରାଶି ମହତ୍ବପୂର୍ଣ୍ଣ ଭୂମିକା ରହିଛି । ତେବେ ଆସନ୍ତୁ ଜାଣିବା ରାଶିଚକ୍ରର ୬ଟି ରାଶି ସମ୍ବନ୍ଧରେ ଯେଉଁମାନଙ୍କର ଭାଗ୍ୟ ଆଜିଠାରୁ ଚମକିଯିବ ।

ବୃଷ, କୁମ୍ଭ :

ଏହି ରାଶିର ବ୍ୟକ୍ତିମାନଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିବ । ଏମାନଙ୍କ ଆଗାମୀ ଜୀବନ ଲାଭଦାୟକ ରହିବ । ଏହି ବ୍ୟକ୍ତିମାନଙ୍କର ଆର୍ଥିକ ଅବସ୍ଥା ସୁଧୁରିଯିବ । ଭାଇ, ଉଭଣୀଙ୍କ ସହ ଭଲ ସଂପର୍କ ରହିବ । ପରିବାରରଲୋକଙ୍କ ସହ ଛୋଟ ଯାତ୍ରାରେ ଯିବାର ଯୋଗ ରହିଛି ।

ସିଂହ, କନ୍ୟା :

ସମୟ ଅନ୍ତରାଳରେ ହେଉଥିବା ପରିବର୍ତ୍ତନ ଏମାନଙ୍କ ପାଇଁ ବହୁତ ଲାଭଦାୟକ ହେବ । ଶିକ୍ଷା କ୍ଷେତ୍ରରେ ଏମାନଙ୍କୁ ଲାଭ ମିଳିବ । ଏହି ରାଶିର ବ୍ୟକ୍ତିଙ୍କ କଠିନ ପରିଶ୍ରମ ପରିବାରକୁ ଆଗକୁ ବଢିବାରେ ସହାୟକ ହେବ । କିଛି ଅଚିହ୍ନା ବ୍ୟକ୍ତିମାନଙ୍କ ସହ ସଂପର୍କ ବଢିବ । ଆମଦାନୀର ଭଲ ଅବସର ଏମାନଙ୍କୁ ମିଳିପାରେ ।

ତୁଳ, ବିଛା :

ଏହି ରାଶିର ବ୍ୟକ୍ତିଙ୍କୁ ନିଜ ଜୀବନରେ ଭଲ ପରିଣାମ ମିଳିବ । କାର୍ଯ୍ୟକ୍ଷେତ୍ର ଏବଂ ଅଫିସରେ ଏମାନଙ୍କର ସ୍ଥିତ ଭଲ ରହିବ । ଯେଉଁମାନେ ବ୍ୟବସାୟ ସହ ଜଡିତ ସେମାନଙ୍କୁ ଉନ୍ନତି କରିବାର ସୁଯୋଗ ମିଳିବ । ଏମାନଙ୍କ ଦ୍ବାରା ଆରମ୍ଭ କରାଯାଇଥିବା କାର୍ଯ୍ୟ ସଫଳ ହେବ ।

   Related Posts