Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||

ଝିଅ ବାହାଘର ପାଇଁ ମୋଦିଙ୍କୁ ନିମନ୍ତ୍ରଣ ପତ୍ର ପଠାଇଲେ ତାମିଲ ପରିବାର, ଏମିତି ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ…

9/09/2019 at 4:39 PM

ଭେଲୋର୯|୯: ତାମିଲନାଡ଼ୁର ଭେଲୋରରେ ରହୁଥିବା ରାଜଶୋଖରନ ନିଜ ଝିଅ ବିବାହ ଉତ୍ସବରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ପତ୍ର ପଠାଇଥିଲେ।ମୋଦିଙ୍କ ପାଖରେ ରାଜଶୋଖରନଙ୍କ ନିମନ୍ତ୍ରଣ ପତ୍ର ମଧ୍ୟ ପହଞ୍ଚିଥିଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଝିଅର ପରିବାର ଲୋକଙ୍କୁ ଏକ ଶୁଭେଚ୍ଛା ପତ୍ର ପଠାଇଥିଲେ।ଏହି ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।ଟି.ଏସ ରାଜଶେଖରନ ଜଣେ ଅବସାରପ୍ରାପ୍ତ ଚିକିତ୍ସା ବିଜ୍ଞାନୀ।

ସୂଚନାଯୋଗ୍ୟ ଯେ, ଆସନ୍ତା ସେପ୍ଟେମ୍ବର ୧୧ ତାରିଖରେ ଟି,ଏସ ରାଜଶୋଖରନଙ୍କ ଝିଅ ବାହାଘର ହେବ।ସେଥିଲାଗି ମୋଦିଙ୍କୁ ସେ ନିମନ୍ତ୍ରଣ ପତ୍ର ପଠାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିମନ୍ତ୍ରଣ ପତ୍ରର ଉତ୍ତର ମଧ୍ୟ ଦେଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିଠିରେ ଲେଖିଥିଲେ ଯେ, ବିବାହ ଉତ୍ସବରେ ଯୋଗ ଦେବା ପାଇଁ ତାଙ୍କୁ   ନିମନ୍ତ୍ରଣ କରିଥିବାରୁ ଟି.ଏସ ରାଜଶୋଖରନଙ୍କୁ ଧନ୍ୟବାଦ ଦେଇଛନ୍ତି।ରାଜଶୋଖରଙ୍କ ଝିଅ ରାଜଶ୍ରୀ ଓ ତାଙ୍କ ବର ହେବାକୁ ଥିବା ସୁଦର୍ଶନଙ୍କୁ ମୋଦି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ।ବର ଓ କନ୍ୟାଙ୍କ ଆଗାମୀ ଭବିଷ୍ୟତ ମଙ୍ଗଳମୟ ହେଉ ବୋଲି ପିଏମ ମୋଦି ଚିଠିରେ ଲେଖିଥିଲେ।ବ୍ୟସ୍ତତା ଯୋଗୁ ସେ ବିବାହରେ ସାମିଲ ହୋଇପାରିବେ ନାହିଁ ବୋଲି ମୋଦି ଚିଠି​‌ରେ ଜଣାଇଥିଲେ।

   Related Posts