Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

କଣ୍ଟେନମେଣ୍ଟ୍ ଜୋନ୍‌କୁ ଜଗିବ ଡ୍ରୋନ କ୍ୟାମେରା

28/04/2020 at 10:06 PM

ଭଦ୍ରକ୨୮/୪: ଭଦ୍ରକରେ କୋଭିଡ-୧୯ ପଜିଟିଭ୍‌ଙ୍କ ସଂଖ୍ୟା ବଢ଼ିବାରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ପୋଲିସ୍‌ର କଡ଼ା ପ୍ରହରା ସତ୍ତ୍ବେ ଲୋକେ ଅବାଧରେ ରାସ୍ତା-ଘାଟରେ ବୁଲୁଛନ୍ତି। ଏହାକୁ ଲକ୍ଷ୍ୟ କରି  ଜିଲ୍ଲା ପ୍ରଶାସନ କଟକଣା କଡ଼ାକଡ଼ି କରିଛନ୍ତି।

ଏଥର କଣ୍ଟେନମେଣ୍ଟ ଜୋନକୁ ଜଗିବ ଡ୍ରୋନ କ୍ୟାମେରା। କଣ୍ଟେନମେଣ୍ଟ ଜୋନରେ ଅବାଧ ଚଳପ୍ରଚଳ ଉପରେ ନଜର ରଖିବ।  ଏ ନେଇ ଭଦ୍ରକ ଜିଲ୍ଲାପାଳ ଟ୍ବିଟ କରି ସୂଚନା  ଦେଇଛନ୍ତି।  

   Related Posts