ରାଇରଙ୍ଗପୁର୨୨/୨: ୨ ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ। ଗତ ୨୦୧୬ ମସିହା ଜୁଲାଇ ମାସରେ ବଣ ପୋଖରିଆ ଗ୍ରାମର ନାରାୟଣ କିସ୍କୁ ନାମକ ଜଣେ ୫୦ ବର୍ଷୀୟ ବୃଦ୍ଧଙ୍କୁ ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା। ହତ୍ୟା ପରେ ଅଭିଯୁକ୍ତମାନେ ନିକଟରେ ଥିବା ଏକ ଜୁଡିଆ ନାଳରେ ମୃତଦେହକୁ ଫିଙ୍ଗି ଦେଇଥିଲେ। ୨ ଅଭିଯୁକ୍ତ ହେଲେ ଜୁଡିଆ ଗାଁର ଦୁର୍ଗା ବେଶ୍ରା ଏବଂ ବନ ପୋଖରୀ ଗାଁର ଜିତରାଇ ସରେନ। ସୋମବାର ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୨ ଅଭିଯୁକ୍ତଙ୍କୁ ଆଜୀବନ ଶଶ୍ରମ କାରଦାଣ୍ଡ ଶୁଣିବା ସହ ୧୦ ହଜାର ଟଙ୍କାର ଅର୍ଥ ଦଣ୍ଡରେ ତଣ୍ଡିତ କରିଛନ୍ତି।
ଅମେଠି ଓ ରାଇବରେଲିରୁ କିଏ ହେବେ କଂଗ୍ରେସ ପ୍ରାର୍ଥୀ?...