Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IIFLରୁ ସୁନା ଲୁଟ୍ ମାମଲା : ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୫୦ କରୋନା ସଂକ୍ରମିତ, ୩୧୭୭୮୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • କନ୍ଧମାଳ : କନ୍ଧମାଳରେ ଅପରେସନ ଗ୍ରୀନ କ୍ଲିନ୍ , ପୁଣି ୧୯ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ସୁଶିଲ ମୋଦି ରାଜ୍ୟସଭା ପ୍ରାର୍ଥୀ, ରାମବିଳାସ ପାଶଓ୍ବାନଙ୍କ ସ୍ଥାନରେ ଟିକେଟ୍‌ ଦେଲା ବିଜେପି
  • ||
  • ଡିସେମ୍ବର ୧ରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ୍‌ କଲେଜ୍‌, କରୋନା ଗାଇଡ୍‌ଲାଇନ୍‌ ସହ ଏସ୍‌ଓପି ପାଳନ ବାଧ୍ୟତାମୂଳକ
  • ||

ଯାଜପୁରରେ ଚିହ୍ନଟ ହୋଇଥିବା ନୂଆ ୪ କରୋନା ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦେଲେ ଜିଲ୍ଲାପାଳ

23/04/2020 at 5:41 PM

ଯାଜପୁର୨୩/୪: ରାଜ୍ୟର ୮୪, ୮୫, ୮୬, ଏବଂ ୮୭ ତମ କୋଭିଡ୍ ପଜିଟିଭ୍‌ ଯାଜପୁରର। ତେବେ ଚିହ୍ନଟ ହୋଇଥିବା ନୂଆ ୪ କରୋନା ସଂକ୍ରମିତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି ଜିଲ୍ଲାପାଳ। ସଂକ୍ରମିତ ଚାରିଜଣ ହେଲେ କୋଲକାତା ଫେରନ୍ତା ଆକ୍ରାନ୍ତଙ୍କ ପରିବାର ଲୋକ। ଯାଜପୁର ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତର ୩ ଆକ୍ରାନ୍ତ ଏବଂ ଦଶରଥପୁର ବ୍ଲକ ବିରଜାପୁର ପଞ୍ଚାୟତର ଜଣେ ।

ତେବେ ମିଳିଥିବା ସୂଚନା ଅନୁସାରେ ଯାଜପୁରରେ ମୋଟ ୧୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲ୍ଲପାଳଙ୍କ ସୂଚନା ଅନୁସାରେ, ଏହି ନୂଆ ଚାରିଜର କରୋନା ସଂକ୍ରମିତ ହେଉଛନ୍ତି, ଗତ ୨୦ ତାରିଖରେ ଚିହ୍ନଟ ହୋଇଥିବା କୋଭିଡ୍-୧୯ ପଜିଟିଭ୍‌ଙ୍କ ପରିବାର ଲୋକ। ଏହି ଅଞ୍ଚଳ ପୂର୍ବରୁ କଣ୍ଟେନମେଣ୍ଟ ଜୋନ ଭାବେ ରହିଛି। ବର୍ତ୍ତମାନ ସବୁଠାରୁ ବଡ କଥା ହେଉଛି, କୋଲକାତାରୁ ୭୦୦ ଲୋକ ଜିଲ୍ଲାକୁ ଫେରିଛନ୍ତି। ଏହାସହ ସମସ୍ତେ ନାଁ ମଧ୍ୟ ପଞ୍ଜିକରଣ କରିଛନ୍ତି। ସେମାନଙ୍କୁ ସବୁ ସରକାରୀ କ୍ବାରେନଣ୍ଟାଇନ୍‌ରେ ରହିବା ସହ ସ୍ବାବ ଟେଷ୍ଟ ପାଇଁ ନମୁନା ପଠାଯାଇଛି।

   Related Posts