Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଏବଂ ବଫର ଜୋନ୍‌ ଘୋଷଣା କଲେ ଜିଲ୍ଲା ପ୍ରଶାସନ

6/07/2020 at 8:31 PM

ଭଦ୍ରକ୬/୭: ଭଦ୍ରକ ଜିଲ୍ଲାର କେତେକ ୱାର୍ଡ ଏବଂ ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ ଓ ବଫର ଜୋନ ଘୋଷଣା କରାଯାଇଛି। ଭଦ୍ରକ ପୌରପାଳିକାର ଏନଏସି ହାଇସ୍କୁଲ, ୟୁସୁଫପୁର, ନୂଆପୋଖରୀ, ବରାଳପୋଖରୀ , ଡିଏନ ବାଳିକା ବିଦ୍ୟାଳୟ, ଛଡ଼ାକମହଲା, ବାଗୁରାଈ ଏରିଆକୁ କଣ୍ଟେନମେଣ୍ଟ୍‌ ଜୋନ ଏବଂ  ୱାର୍ଡ ନମ୍ବର ୨୭, ୨୨, ୩ , ୨୭ ,୨୧ , ୯  କୁ ବଫର ଜୋନ ଘୋଷଣା କରାଯାଇଛି। ଭଦ୍ରକ ବ୍ଲକର କାଉପୁର ନୋଡାଲ ସ୍କୁଲ , ସାବରଙ୍ଗ ରାଜସ୍ୱ ଗ୍ରାମ  କଣ୍ଟେନମେଣ୍ଟ ଜୋନ ଏବଂ ସାବରଙ୍ଗ ପଞ୍ଚାୟତକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି। ସେହିପରି ବାସୁଦେବପୁର ବ୍ଲକର ମାଟିପକା ହାଇସ୍କୁଲ ଓ ଚୁଡାମଣି ରାଜସ୍ୱ ଗ୍ରାମ କଣ୍ଟେନମେଣ୍ଟ ଓ ଲଷ୍ମୀଦାସପୁର ଓ ଚୁଡାମଣି ପଞ୍ଚାୟତ ବଫର ଜୋନ ଘୋଷଣା କରାଯାଇଛି । ସେହିପରି ଧାମନଗର ଏନଏସିର ୧୦ ନମ୍ବର ୱାର୍ଡ ଏବଂ ଧାମନଗର ହାଇସ୍କୁଲ କଣ୍ଟେନମେଣ୍ଟ ସହ ୱାର୍ଡ ନମ୍ବର୯ କୁ ବଫର ଜୋନ ଘୋଷଣା କରାଯାଇଛି । ଏ ସଂପର୍କରେ ଭଦ୍ରକ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି।

   Related Posts