କୋରାପୁଟ ଜିଲ୍ଲା ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

Published By : Prameya-News7 Bureau | April 18, 2020 IST

କୋରାପୁଟ୧୮/୪: ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ। କୋରାପୁଟ  ବିଏସଏଫ ସେକ୍ଟର ଗ୍ରାଉଣ୍ଡରେ ଡିଜିପିଙ୍କ ହେଲିକପ୍ଟର ଅବତରଣ କରିବା ପରେ କୋରାପୁଟ ସଦର ଥାନା ସମେତ ବିଭିନ୍ନ ପୋଲିସ ଚେକ୍ ପୋଷ୍ଟ ପରିଦର୍ଶନରେ ଯାଇଥିଲେ ଡିଜିପି ।

{"id":256213,"sizeSlug":"large"}

ସେହିପରି ଲକ୍ ଡାଉନ୍ ପାଇଁ ବିଭିନ୍ନ ଥାନା ଏବଂ ଚେକ ପୋଷ୍ଟରେ ମୁତୟନ ଥିବା ପୋଲିସ ଅଧିକାରୀ ଓ ଯବାନଙ୍କ ସହ  ଆଲୋଚନା ମଧ୍ୟ କରିଛନ୍ତି । ବିଶେଷ କରି ଲକ୍ ଡାଉନ ପାଳନ ସହ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ସଫଳ ରୂପାୟନ ନେଇ ପଚାରି ବୁଝିଛନ୍ତି । ଡିଜିପିଙ୍କ ଏହି ଗସ୍ତ କାଳରେ DIG ସାଫିନ ଅହମ୍ମଦ ଏବଂ କୋରାପୁଟ ଏସପି ଉପସ୍ଥିତ ଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.