Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

କୋରାପୁଟ ଜିଲ୍ଲା ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି

18/04/2020 at 3:58 PM

କୋରାପୁଟ୧୮/୪: ଦିନିକିଆ କୋରାପୁଟ ଜିଲ୍ଲା ଗସ୍ତ କରି କରୋନା ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି ଅଭୟ। କୋରାପୁଟ  ବିଏସଏଫ ସେକ୍ଟର ଗ୍ରାଉଣ୍ଡରେ ଡିଜିପିଙ୍କ ହେଲିକପ୍ଟର ଅବତରଣ କରିବା ପରେ କୋରାପୁଟ ସଦର ଥାନା ସମେତ ବିଭିନ୍ନ ପୋଲିସ ଚେକ୍ ପୋଷ୍ଟ ପରିଦର୍ଶନରେ ଯାଇଥିଲେ ଡିଜିପି ।

ସେହିପରି ଲକ୍ ଡାଉନ୍ ପାଇଁ ବିଭିନ୍ନ ଥାନା ଏବଂ ଚେକ ପୋଷ୍ଟରେ ମୁତୟନ ଥିବା ପୋଲିସ ଅଧିକାରୀ ଓ ଯବାନଙ୍କ ସହ  ଆଲୋଚନା ମଧ୍ୟ କରିଛନ୍ତି । ବିଶେଷ କରି ଲକ୍ ଡାଉନ ପାଳନ ସହ ବିଭିନ୍ନ କଲ୍ୟାଣ ମୂଳକ ଯୋଜନାର ସଫଳ ରୂପାୟନ ନେଇ ପଚାରି ବୁଝିଛନ୍ତି । ଡିଜିପିଙ୍କ ଏହି ଗସ୍ତ କାଳରେ DIG ସାଫିନ ଅହମ୍ମଦ ଏବଂ କୋରାପୁଟ ଏସପି ଉପସ୍ଥିତ ଥିଲେ। 

   Related Posts