Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ନିଷ୍ପତ୍ତି: ମେ ୧୫ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଏବଂ ସ୍ବାସ୍ଥ୍ୟ ବୀମା ଅବଧି

16/04/2020 at 4:55 PM

ନୂଆଦିଲ୍ଲୀ୧୫/୪: ମେ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଏବଂ ସ୍ବାସ୍ଥ୍ୟ ବୀମା ଅବଧି। କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ବାହାନ ବୀମା କ୍ଷେତ୍ରରେ କେବଳ ଥାର୍ଡ ପାର୍ଟି ପାଇଁ ଏହି ସମୟ ସୀମା ଅବଧି ପ୍ରଯୁଜ୍ୟ ହେବ। ଗାଡ଼ି ମାଲିକଙ୍କ କ୍ଷତି ଭରଣା  ପାଇଁ ଲାଗୁ ହେବ ନାହିଁ । ମାର୍ଚ୍ଚ ୨୫ରୁ ମେ ୩ ତାରିଖ ମଧ୍ୟରେ ଯେଉଁମାନଙ୍କ ପଲିସି ଅବଧି ସରୁଛି ସେମାନଙ୍କ ପାଇଁ ଏହି ସମୟ ସୀମା କୋହଳ କରାଯାଇଛି।

   Related Posts