କେନ୍ଦ୍ର ଅର୍ଥମନ୍ତ୍ରଣାଳୟର ନିଷ୍ପତ୍ତି: ମେ ୧୫ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଏବଂ ସ୍ବାସ୍ଥ୍ୟ ବୀମା ଅବଧି

Published By : Prameya-News7 Bureau | April 16, 2020 IST

ନୂଆଦିଲ୍ଲୀ୧୫/୪: ମେ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଗାଡ଼ି ଏବଂ ସ୍ବାସ୍ଥ୍ୟ ବୀମା ଅବଧି। କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ତେବେ ବାହାନ ବୀମା କ୍ଷେତ୍ରରେ କେବଳ ଥାର୍ଡ ପାର୍ଟି ପାଇଁ ଏହି ସମୟ ସୀମା ଅବଧି ପ୍ରଯୁଜ୍ୟ ହେବ। ଗାଡ଼ି ମାଲିକଙ୍କ କ୍ଷତି ଭରଣା  ପାଇଁ ଲାଗୁ ହେବ ନାହିଁ । ମାର୍ଚ୍ଚ ୨୫ରୁ ମେ ୩ ତାରିଖ ମଧ୍ୟରେ ଯେଉଁମାନଙ୍କ ପଲିସି ଅବଧି ସରୁଛି ସେମାନଙ୍କ ପାଇଁ ଏହି ସମୟ ସୀମା କୋହଳ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.