Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଲେଫ୍‌ଟନାଣ୍ଟ ଜେନେରାଲ କେ.ପି ଧଳ ସାମନ୍ତଙ୍କ ଦେହାନ୍ତ…

13/04/2020 at 1:34 PM

ଭୁବନେଶ୍ବର୧୩/୪: ଆଜି ଲେଫ୍‌ଟନାଣ୍ଟ ଜେନେରାଲ କେ.ପି ଧଳ ସାମନ୍ତଙ୍କ ଦେହାନ୍ତ ହୋଇଛି। ୭୦ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି। ଦୀର୍ଘ ମାସେ ହେବ ସେ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲେ। ଚିକିିିିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମ ଯୁଦ୍ଧରେ କେ.ପି ଧଳ ସାମନ୍ତ ଅଂଶ ଗ୍ରହଣ କରିଥିଲେ। ସେହିପରି ପଞ୍ଜାବର ଅପରେସନ୍ ବ୍ଲୁ ଷ୍ଟାରରେ ମଧ୍ୟ ସାମିଲ ଥିଲେ। ୧୯୯୯ କାରିଗଲ ଯୁଦ୍ଧରେ କେ.ପି ଧଳ ସାମନ୍ତ ସାମିଲ ଥିଲେ। ବାଙ୍କୀ ଡମପଡା ଗାଁରେ କେ.ପି ଧଳସାମନ୍ତଙ୍କ ଘର। କାଶ୍ମୀରରେ ରାଷ୍ଟ୍ରୀୟ ରାଇଫଲ୍‌ସ ଡିଜି ଭାବେ ସେ ଅବସର ନେଇଥିଲେ।୧୯୭୧ ମସିହା ଯୁଦ୍ଧର ଜଣେ ଭେଟେରାନ ଲେଫ୍ଟ ଜେନେରାଲ ଭାବେ ସାମନ୍ତ ବେଶ ଜଣାଶୁଣା। ରାଷ୍ଟ୍ରୀୟ ରାଇଫଲର ପୂର୍ବତନ ମହାନିର୍ଦ୍ଦେଶକ ତଥା କୋଲକାତାରେ ସଶସ୍ତ୍ର ବାହିନୀ ଟ୍ରିବ୍ୟୁନାଲ (AFT) ର ସଦସ୍ୟ ମଧ୍ୟ ଥିଲେ ।

   Related Posts