Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରକାରଙ୍କ ବଡ ନିଷ୍ପତ୍ତି, ନବମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଫି ୪୦ ପ୍ରତିଶତ କମିଲା, ଅଭିଭାବକଙ୍କୁ ମିଳିଲା ବଡ ଆଶ୍ଵସ୍ତି
  • ||
  • ଅଲମ୍ପିକ ପ୍ରସ୍ତୁତି ପାଇଁ ଗଠିତ ସଂସଦୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ, କମିଟିର ସଦସ୍ୟ ରହିଛନ୍ତି ସାଂସଦ ଅନୁଭବ ମହାନ୍ତି ଓ ସସ୍ମିତ ପାତ୍ର
  • ||
  • ମଦ ଦୋକାନ ନ ଖୋଲିବା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର
  • ||
  • ବାଲେଶ୍ବର ଉପ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ଡିଜିଟାଲ ପ୍ରଚାର: କହିଲେ, ‘ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି’
  • ||
  • ମଙ୍ଗ ସମ୍ଭାଳିଲେ ନୀତିଶ ରାଣା, ଚେନ୍ନାଇକୁ ୧୭୩ ରନର ବିଜୟ ଲକ୍ଷ୍ୟ ଦେଲା କୋଲକାତା ନାଇଟ୍ ରାଇଡର୍ସ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||

ଦେଶର କରୋନା ଅପଡେଟ୍‌: କେଉଁ ରାଜ୍ୟରେ କେତେ ଆକ୍ରାନ୍ତ ?

5/04/2020 at 12:57 PM

ନୂଆଦିଲ୍ଲୀ୫/୪: ପୂରା ବିଶ୍ବରେ କରୋନା ଆତଙ୍କ ସୃଷ୍ଟି କରିଛି। କରୋନା ବା କୋଭିଡ-୧୯ ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା ଦେଶରେ ଧୀରେ ଧୀରେ ବୃଦ୍ଧି ହେବାରେ ଲାଗିଛି।  ବିଶେଷ କରି ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୭୭ରେ ପହଞ୍ଚିଛି। ଏବଂ ଅପରପକ୍ଷରେ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୩୩୭୪ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୦୩୦ ଜଣ କୋଭିଡ-୧୯ ସ୍ବତନ୍ତ୍ର ହସ୍ପିଟାଲରେ ଚିକିତ୍ସାଧୀ ଅଛନ୍ତି।

ଓଡ଼ିଶାରେ ୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି, ମହାରାଷ୍ଟ୍ରରେ ୪୯୦, ତାମିଲନାଡୁରେ ୪୮୫, ଦିଲ୍ଲୀରେ ୩୦୬, କେରଳରେ ୩୦୬, ତେଲେଙ୍ଗାନାରେ ୨୬୯, ଉତ୍ତରପ୍ରଦେଶରେ ୨୭୭, ରାଜସ୍ଥାନରେ ୨୦୦, ଆନ୍ଧ୍ରପ୍ରଦେଶରେ ୧୬୧, କର୍ଣ୍ଣାଟକ ୧୪୪, ଗୁଜୁରାଟରେ ୧୦୫, ମଧ୍ୟପ୍ରଦେଶରେ ୧୦୪, ଜାମ୍ମୁ-କାଶ୍ମୀରରେ ୯୨, ପଶ୍ଚିମବଙ୍ଗରେ ୬୯, ପଞ୍ଜାବରେ ୫୭, ହରିୟାଣାରେ ୩୦,  ବିହାରରେ ୩୦, ଆସାମରେ ୨୪, ଉତ୍ତରାଖଣ୍ଡରେ ୨୨, ଚଣ୍ଡିଗଡ଼ରେ ୧୮, ଲଦାଖରେ ୧୪ ଜଣ, ଆଣ୍ଡାମାନ ନିକୋବରରେ ୧୦, ଛତିଶଗଡ଼ରେ ୯, ଗୋଆରେ ୭, ହିମାଚଳ ପ୍ରଦେଶରେ ୬, ପୁଡୁଚେରୀରେ ୫, ଝାଡଖଣ୍ଡରେ ୨, ମଣିପୁରରେ ୨, ମିଜୋରାମରେ ୧ ଏବଂ  ଅରୁଣାଚଳ ପ୍ରଦେଶରେ ୧ କରୋନା ଆକ୍ରାନ୍ତ ହୋଇଛନ୍ତି।

   Related Posts