Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୭ କୋଭିଡ୍ ସଂକ୍ରମିତ, ୩୩୩୭୨୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ପରଲୋକରେ ବରିଷ୍ଠ ଅଭିନେତା ରବି ମିଶ୍ର
  • ||
  • ସାଲେପୁର : ସାଲେପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ
  • ||
  • ଝାରସୁଗୁଡା : ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା ଘଟଣା , ଚିକିତ୍ସାଧିନ ଅବସ୍ଥାରେ ପ୍ରେମିକାଙ୍କ ମୃତ୍ୟୁ, ପୂର୍ବରୁ ଜୀବନ ହାରିଥିଲେ ପ୍ରେମିକ
  • ||
  • ବ୍ରହ୍ମପୁର : ଗୁଳି ମାଡରେ ବେଗୁନିଆପଡା ବ୍ଲକ୍ ପୂର୍ବତନ ଅଧ୍ୟକ୍ଷ ଦେବେନ୍ଦ୍ର ସାହୁଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ୧୦ଲକ୍ଷ ଟଙ୍କାର ବାଘ ଛାଲ ଜବତ, ୨ ଗିରଫ
  • ||
  • ୨ଦିନରେ ଦୁଇ ଜୀବନ : ଢେଙ୍କାନାଳରେ ହାତୀ ଆକ୍ରମଣରେ ପୁଣି ଜଣେ ମୃତ
  • ||
  • ଭାରସାମ୍ୟ ହରାଇ କାର୍‌-ଟାଟା ମ୍ୟାଜିକ ଉପରେ ଓଲଟିଲା ଟ୍ରକ, ଚାଲିଗଲା ୧୩ଜଣଙ୍କ ଜୀବନ
  • ||

ଆଜି ଉତକ୍ଷେପଣ ହେବ ରିସାଟ-2 BR-1 ଉପଗ୍ରହ : ୯ଟି ଛୋଟ ଉପଗ୍ରହକୁ ସାଙ୍ଗରେ ନେଇ ମହାକାଶକୁ ଯିବ PSLV-48

11/12/2019 at 9:32 AM

ନୂଆଦିଲ୍ଲୀ ୧୧।୧୨: ମହାକାଶକୁ ଆଉ ଏକ ପ୍ରତିରକ୍ଷା ଉପଗ୍ରହ ପଠାଇବାକୁ ଯାଉଛି ଇସ୍ରୋ । ଆଜି ଅପରାହ୍ଣ ୩ଟା ୨୫ ମିନିଟରେ ରିସାଟ-2 BR-1 ଉପଗ୍ରହ ଉତକ୍ଷେପଣ କରାଯିବ । ଶ୍ରୀହରିକୋଟା ସତିଶ ଧୱନ ମହାକାଶ କେନ୍ଦ୍ରର ଏକ ନମ୍ବର ଲଞ୍ଚପେଡରୁ PSLV-48 ମାଧ୍ୟମରେ ଲଞ୍ଚ କରାଯିବ ।

୬୨୮ କିଲୋଗ୍ରାମର ଏହି ଉପଗ୍ରହ ନିଜ ସହ ଅନ୍ୟ ୯ଟି ଛୋଟ ଉପଗ୍ରହକୁ ସାଙ୍ଗରେ ନେବ । ଏଥିରେ ଇସ୍ରାଏଲ, ଇଟାଲୀ, ଜାପାନର ଗୋଟିଏ ଏବଂ ଆମେରିକାର ୬ଟି ଉପଗ୍ରହ ସାମିଲ ରହିଛି । ଏହି ଉପଗ୍ରହ ମାଧ୍ୟମରେ କୃଷି ଏବଂ ବିପର୍ଯୟ ମୁକିବାଲ କରିବାରେ ସହାୟତା ଉପଲବ୍ଧ କରାଯାଇପାରିବ । ଏହା ପିଏସଏଲଭିର ୫୦ତମ ଉତକ୍ଷେପଣ ହେଉଥିବା ବେଳେ ଶ୍ରୀହରିକୋଟାରୁ ୭୫ତମ ରକେଟ ଉତକ୍ଷେପଣ ହେବ।

   Related Posts