Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||

ଏହି ଗାଈର ଦାମ ୨୨ କୋଟି ଟଙ୍କା, ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

24/08/2019 at 3:27 PM

ନୂଆଦିଲ୍ଲୀ୨୪|୮: ଭାରତରେ ଗାଈକୁ ମାଆଁର ଆଖ୍ୟା ଦିଆଯାଇଛି। ଦୁନିଆରେ ଏମିତି ନିଆରା ଗାଈ ଅଛି ଯାହାକି ଆପଣ ଜାଣିନଥିବେ। କାନାଡାରେ ଥିବା ଗାଈକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକମାନେ ଆସିଥାନ୍ତି। ଏହି ଗାଈର ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଗାଇର ମାଲିକ ଏମାନଙ୍କ ନାଁ ରଖିଛି ଲେଓ୍ବିସଡେଲ ଗୋଲଡ୍‌ ମିସି । ଏହି ଗାଈ ନାଁ ଶୁଣିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ବିଶ୍ବାସ ନହେଲେ ବି ସତ୍ୟ ସୁନାଠାରୁ କମ୍ ନୁହେଁ ଏହି ଗାଈ ଦାମ।

ଏହି ଗାଈର ଦାମ ୨୨ କୋଟିରୁ ଆରମ୍ଭ ହୋଇଥାଏ। ସୁବୁଠାରୁ ଆଶ୍ଚର୍ଯ୍ୟର କଥା ବର୍ଷକୁ ୯୭୦୦ ଲିଟର କ୍ଷୀର ଏହି ଗାଈ ଦେଇଥାଏ । ଗାଈର ସ୍ବାସ୍ଥ୍ୟ ଦେଖିଲେ ମଧ୍ୟ ଆପଣ ବିଶ୍ବାସ କରିପାରିବେ ନାହିଁ। ସୂଚନା ଅନୁସାରେ କାନାଡ଼ାର ଥିବା ଏହି ଗାଈର ଦାମ ଦୁନିଆରେ ସବୁଠାରୁ ଅଧିକ।

   Related Posts