ଏହି ଗାଈର ଦାମ ୨୨ କୋଟି ଟଙ୍କା, ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | August 24, 2019 IST

ନୂଆଦିଲ୍ଲୀ୨୪|୮: ଭାରତରେ ଗାଈକୁ ମାଆଁର ଆଖ୍ୟା ଦିଆଯାଇଛି। ଦୁନିଆରେ ଏମିତି ନିଆରା ଗାଈ ଅଛି ଯାହାକି ଆପଣ ଜାଣିନଥିବେ। କାନାଡାରେ ଥିବା ଗାଈକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଲୋକମାନେ ଆସିଥାନ୍ତି। ଏହି ଗାଈର ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ଗାଇର ମାଲିକ ଏମାନଙ୍କ ନାଁ ରଖିଛି ଲେଓ୍ବିସଡେଲ ଗୋଲଡ୍‌ ମିସି । ଏହି ଗାଈ ନାଁ ଶୁଣିବା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ବିଶ୍ବାସ ନହେଲେ ବି ସତ୍ୟ ସୁନାଠାରୁ କମ୍ ନୁହେଁ ଏହି ଗାଈ ଦାମ।

{"id":148214,"width":560,"height":318}

ଏହି ଗାଈର ଦାମ ୨୨ କୋଟିରୁ ଆରମ୍ଭ ହୋଇଥାଏ। ସୁବୁଠାରୁ ଆଶ୍ଚର୍ଯ୍ୟର କଥା ବର୍ଷକୁ ୯୭୦୦ ଲିଟର କ୍ଷୀର ଏହି ଗାଈ ଦେଇଥାଏ । ଗାଈର ସ୍ବାସ୍ଥ୍ୟ ଦେଖିଲେ ମଧ୍ୟ ଆପଣ ବିଶ୍ବାସ କରିପାରିବେ ନାହିଁ। ସୂଚନା ଅନୁସାରେ କାନାଡ଼ାର ଥିବା ଏହି ଗାଈର ଦାମ ଦୁନିଆରେ ସବୁଠାରୁ ଅଧିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.