Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

କଟକରେ ଖୋଲିଲା କଣ୍ଟ୍ରୋଲ ରୁମ୍: ଜାରି ହୋଇଛି ୨ଟି ଲ୍ୟାଣ୍ଡ ଲାଇନ୍‌ ନମ୍ବର ଏବଂ ଗୋଟିଏ ଫୋନ୍‌ ନମ୍ବର

6/04/2020 at 2:23 PM

କଟକ୬/୫: କଟକରେ ଖୋଲିଲା କଣ୍ଟ୍ରୋଲ ରୁମ୍। କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି। ଲୋକମାନଙ୍କ ସୁବିଧାକୁ ନଜର ରଖି ଜିଲ୍ଲା ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି। କଣ୍ଟ୍ରୋଲ ରୁମ୍‌ରେ ଦୁଇଟି ଲ୍ୟାଣ୍ଡ ଲାଇନ୍ ନଂ ୦୬୭୧-୨୯୭୭୧୦୧, ୨୩୦୧୧୦୩ ଏବଂ ଗୋଟିଏ ଫୋନ୍ ନମ୍ବର ୮୬୭୩୦୫୦୦୬୫ ଜାରି ହୋଇଛି। କିନ୍ତୁ ଅନ୍ୟପଟେ କଟକରେ କଡ଼ାକଡ଼ି କଟକଣା କରାଯାଇଛି।

ସେହିପରି ଭୁବନେଶ୍ବର ମଧ୍ୟ ଲକଡାଉନ୍‌ ନିୟମ କଡ଼ାକଡ଼ି କରାଯାଇଛି। ଗ୍ରାହକ ଏବଂ ଦୋକାନୀମାନଙ୍କୁ ବିଏମ୍‌ସି ତାଗିଦ କରିଛି। ଏହାସହ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି।  

   Related Posts