ଅବସର ନେବେ ମୁଖ୍ୟ ଶାସନ ସଚିବ

Published By : Prameya-News7 Bureau | December 23, 2020 IST

ଭୁବନେଶ୍ବର୨୩/୧୨: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ନେବେ ଅବସର। ମାତ୍ର ଆଉ ୮ ଦିନ ପରେ  ତାଙ୍କର ଚାକିରୀ ଜୀବନ ସମାପ୍ତ ହେବ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୦୧୯ ମସିହା ଅଗଷ୍ଟ ୧୯ ତାରିଖରେ ଅସିତ୍ ତ୍ରିପାଠୀ ମୁଖ୍ୟ ଶାସନ ସଚିବ ଦାୟିତ୍ବ ନେଇଥିଲେ।

{"id":381857,"sizeSlug":"large","linkDestination":"none"}

କରୋନା କାଳରେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଭାବେ ନିଜର କାର୍ଯ୍ୟକୁ ବେଶ ସୂଚାରୁରୂପେ ସମ୍ପାଦନ କରିଥିଲେ। ଖାଲି କରୋନା ନୁହେଁ ବିଭିନ୍ନ ସମୟରେ ଲୋକହିତ କାର୍ଯ୍ୟ କରି ଅସିତ୍ ତ୍ରିପାଠୀ ବେଶ ଚର୍ଚ୍ଚା ରହିଛି। ମୁଖ୍ୟ ଶାସନ ସଚିବ ଦୌଡରେ ଉନ୍ନୟନ କମିଶନର ପ୍ରଦୀପ ମହାପାତ୍ର ରହିଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.