ଭିଡିଓ କଲିଂ ଜରିଆରେ ରାମକୋ ସିମେଣ୍ଟ କାରଖାନାର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ମଞ୍ଚ ଉପରେ ଉପସ୍ଥିତ ଥିଲେ ବହୁ ବିିଶିଷ୍ଟ ବ୍ୟକ୍ତି

Published By : Prameya-News7 Bureau | October 08, 2020 IST

ଚଣ୍ଡିଖୋଲ୮/୧୦: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାସପୁର ଠାରେ ୭୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାମକୋ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଜି ସନ୍ଧ୍ୟାରେ ଭିଡିଓ କଲିଂ ମାଧ୍ୟମରେ ଉଦ୍‌ଘାଟିତ ହୋଇଯାଇଛି।

{"id":340857,"sizeSlug":"large"}

ଏହି ଅବସରରେ ହରିଦାସପୁରଠାରେ ଆୟୋଜିତ ଉତ୍ସବରେ ଯାଜପୁର ସାଂସଦ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, କମ୍ପାନୀର ୟୁନିଟ ହେଡ ଅଜିତ ପାଲ, ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ପିଆରଓ ପି କେ ସିଂ , ବ୍ଲକ ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟଙ୍କ ସମେତ ବହୁ ବିଶିଷ୍ଟ ଲୋକମାନେ ଉପସ୍ଥିତ ଥିଲେ।

{"id":340858,"sizeSlug":"large"}

ଏହାଦ୍ବାରା ନିଯୁକ୍ତି ଓ ଉତ୍ପାଦନ କ୍ଷମତା ବଢିବ ବୋଲି ଆଶା କରାଯାଉଛି।

{"id":340859,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.