ଯୁବତୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର

Published By : Prameya-News7 Bureau | May 08, 2020 IST

ବ୍ରହ୍ମପୁର୮/୫: ପୁଣି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯୁବତୀଙ୍କ ଦଗ୍ଧ ମୃତଦେହ ଉଦ୍ଧାର କରାଯାଇଛି। ସଦର ଥାନା ଅନ୍ତର୍ଗତ ମହୁଡ଼ା ଫାର୍ମାସୀ କଲେଜ ନିକଟରୁ ମିଳିଛି ମୃତଦେହ। ହତ୍ୟା ପରେ ଟାୟାର ଜାଳି ଶବକୁ ଜାଳି ଦେବାକୁ ଉଦ୍ୟମ କରୁଥିଲା ହତ୍ୟାକାରୀ। ବର୍ତ୍ତମାନ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.