ଅଦ୍ଭୁତ ଏହି ପାରିଜାତ ଫୁଲ : ଫୁଟିଲେ ଦେଇଥାଏ ଭବିଷ୍ୟତ ପାଇଁ ଏହି ସଙ୍କେତ

Published By : Prameya-News7 Bureau | December 17, 2018 IST

ପ୍ରକୃତି କୋଳରେ ଅଦ୍ଭୁତ ରହସ୍ୟ ଲୁଚି ରହିଛି। ଏହି ରହସ୍ୟକୁ ନେଇ ଏଭଳି ସବୁ ବିଶ୍ବାସ ରହିଛି ଯେ, ତା ଆଗରେ  ବିଜ୍ଞାନ ମଧ୍ୟ ହାର ମାନିଛି। ପ୍ରକୃତିର ଏହି ସୁନ୍ଦର ସୃଷ୍ଟିରେ ଏପରି ଏକ ଫୁଲ ରହିଛି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।

wp:gallery {"ids":[64759]} /wp:gallery

ଆମେ ବିଭିନ୍ନ ପ୍ରକାର ଫୁଲ ଦେଖିଛୁ ଯେଉଁଗୁଡ଼ିକ ଦିନରେ ଫୁଟିଥାଏ ଏବଂ ସୂର୍ଯ୍ୟଙ୍କ କିରଣ ପଡ଼ିଲେ ଫୁଟିଥାଏ। କିନ୍ତୁ ଏପରି କିଛି ଫୁଲ ରହିଛି ଯାହା ରାତିରେ ଫୁଟିଥାଏ।

wp:gallery {"ids":[64760]} /wp:gallery

ଏହି ଫୁଲଟି ମଧ୍ୟରାତ୍ରିରେ ଫୁଟିଥାଏ ସେଥିପାଇଁ ଏହାକୁ ଦେଖିବା ସ୍ବପ୍ନ ସମାନ ହୋଇଥାଏ। ଏହି ଫୁଲକୁ ପାରିଜାତ ବା ବ୍ରହ୍ମକମଳ କୁହାଯାଇଥାଏ। ଏପରି କୁହାଯାଇଛି ଯେ ଏହାକୁ ଫୁଟୁଥିବା ସମୟରେ ଦେଖିବା ବେଳେ କିଛି ଇଚ୍ଛା କଲେ ତାହା ପୂରଣ ହୋଇଥାଏ। ଏହା ଏକ ବିରଳ ଫୁଲ ।

wp:gallery {"ids":[64761]} /wp:gallery

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.