Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଅଦ୍ଭୁତ ଏହି ପାରିଜାତ ଫୁଲ : ଫୁଟିଲେ ଦେଇଥାଏ ଭବିଷ୍ୟତ ପାଇଁ ଏହି ସଙ୍କେତ

17/12/2018 at 7:22 PM

ପ୍ରକୃତି କୋଳରେ ଅଦ୍ଭୁତ ରହସ୍ୟ ଲୁଚି ରହିଛି। ଏହି ରହସ୍ୟକୁ ନେଇ ଏଭଳି ସବୁ ବିଶ୍ବାସ ରହିଛି ଯେ, ତା ଆଗରେ  ବିଜ୍ଞାନ ମଧ୍ୟ ହାର ମାନିଛି। ପ୍ରକୃତିର ଏହି ସୁନ୍ଦର ସୃଷ୍ଟିରେ ଏପରି ଏକ ଫୁଲ ରହିଛି ଯାହା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ।

ଆମେ ବିଭିନ୍ନ ପ୍ରକାର ଫୁଲ ଦେଖିଛୁ ଯେଉଁଗୁଡ଼ିକ ଦିନରେ ଫୁଟିଥାଏ ଏବଂ ସୂର୍ଯ୍ୟଙ୍କ କିରଣ ପଡ଼ିଲେ ଫୁଟିଥାଏ। କିନ୍ତୁ ଏପରି କିଛି ଫୁଲ ରହିଛି ଯାହା ରାତିରେ ଫୁଟିଥାଏ।

ଏହି ଫୁଲଟି ମଧ୍ୟରାତ୍ରିରେ ଫୁଟିଥାଏ ସେଥିପାଇଁ ଏହାକୁ ଦେଖିବା ସ୍ବପ୍ନ ସମାନ ହୋଇଥାଏ। ଏହି ଫୁଲକୁ ପାରିଜାତ ବା ବ୍ରହ୍ମକମଳ କୁହାଯାଇଥାଏ। ଏପରି କୁହାଯାଇଛି ଯେ ଏହାକୁ ଫୁଟୁଥିବା ସମୟରେ ଦେଖିବା ବେଳେ କିଛି ଇଚ୍ଛା କଲେ ତାହା ପୂରଣ ହୋଇଥାଏ। ଏହା ଏକ ବିରଳ ଫୁଲ ।

 

   Related Posts