ଶ୍ରାବଣ ମାସରେ ଶୈବପୀଠରେ ୧୪୪ ଧାରା: ନିର୍ଦ୍ଦେଶନାମା ଜାରି କଲେ ଭଦ୍ରକ ଉପ-ଜିଲ୍ଲାପାଳ
5/07/2020 at 10:32 PM

ଭଦ୍ରକ୫/୭: ଶ୍ରାବଣ ମାସରେ ଶୈବପୀଠରେ ୧୪୪ ଧାରା । ଶ୍ରାବଣ ମାସରେ ଶୈବ ପୀଠରେ ଜଳାଭିଷେକ ପାଇଁ ଲାଗିଲା କଟକଣା। କାଉଡ଼ିଆ ଯାତ୍ରା ପୂର୍ବରୁ ଜିଲ୍ଲା ର ସମସ୍ତ ଶୈବ ପିଠ ସହ ଧର୍ମାନୁଷ୍ଠାନରେ ୧୪୪ ଧାରା ଜାରି କଲା ପ୍ରଶାସନ। ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କ ସୂଚନା।
