ସେପ୍ଟେମ୍ବର ୩୦ ସୁଦ୍ଧା ବସିବ ବିଧାନସଭା ମୌସୁମୀ ଅଧିବେଶନ

Published By : Prameya-News7 Bureau | September 03, 2020 IST

ଭୁବନେଶ୍ୱର୩/୯: ସେପ୍ଟେମ୍ବର ୩୦ ସୁଦ୍ଧା ବସିବ ବିଧାନସଭା ମୌସୁମୀ ଅଧିବେଶନ। ଅଧିବେଶନ ପଦ୍ଧତି ନେଇ ସଂସଦ ସଚିବଙ୍କ ସହ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଆଲୋଚନା ହୋଇଛି । ୨ ଦିନ ଭିତରେ ସଂସଦ ପକ୍ଷରୁ ଲିଖିତ ଗାଇଡଲାଇନ୍ ପଠାଯିବ । ଗାଇଡଲାଇନ୍ ଅନୁସାରେ ଅଧିବେଶନର ପଦ୍ଧତି ନେଇ ନିଷ୍ପତ୍ତି ହେବ । ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଆଜି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.