ବାଚନିକ ଭୋଟରେ ପାସ୍ ହେଲା କୃଷି ବିଲ୍

Published By : Prameya-News7 Bureau | September 20, 2020 IST

ନୂଆଦିଲ୍ଲୀ୨୦/୯: ବିରୋଧୀଙ୍କ ହୋହାଲ୍ଲା ଭିତରେ ରାଜ୍ୟ ସଭାରେ ପାସ୍ ହେଲା କୃଷି ବିଲ। ବାଚନିକ ଭୋଟରେ କୃଷି ବିଲ୍ ପାସ ହୋଇଛି । ସିଲେକ୍ଟ କମିଟିକୁ ପଠାଇବା ନେଇ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଛି । ଏହାସହ ରାଜ୍ୟସଭାରେ କୃଷି ସମ୍ପର୍କିତ ଦୁଇଟି ବିଲ୍ ପାସ୍ ହୋଇଛି । କୃଷକ ସଶକ୍ତିକରଣ ଓ ସଂରକ୍ଷଣ ବିଧେୟକ ୨୦୨୦, କୃଷକ ସମ୍ବର୍ଦ୍ଧନ ଓ ସୁବିଧା ବିଧେୟକ ୨୦୨୦ ବିଲ୍ ପାସ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.