Saturday, December 14, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତର ସବୁଠୁ ଗରିବ ୧୦ଟି ରାଜ୍ୟର ତାଲିକା : ଦେଖନ୍ତୁ

୧୦.ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶ ଭାରତର ସବୁଠୁ ଗରିବ ରାଜ୍ୟ ଭାବେ ଜଣାଯାଇଥାଏ। ହିମାଚଳ ପ୍ରଦେଶର ଜିଡିପି ପାଖାପାଖି ୧,୫୨କୋଟି ଟଙ୍କା।

୯. ଗୋଆ : ଗୋଆ ଭାରତର ନବମ ଗରିବ ରାଜ୍ୟ ଭାବେ ଜଣାଯାଏ। ଗୋଆର ଜିଡିପି ପାଖାପାଖି ୭୦,୪୦୦କୋଟି ଟଙ୍କା।

୮. ତ୍ରିପୁରା : ତ୍ରିପୁରା ଭାରତର ଅଷ୍ଟମ ସବୁଠୁ ଗରିବ ରାଜ୍ୟ ଭାବେ ଜଣାଯାଏ।  ତ୍ରିପୁରାର ଜିଡିପି ପାଖାପାଖି ୩୪,୩୬୮କୋଟି ଟଙ୍କା।

୭. ମେଘାଳୟ : ଭାରତର ସପ୍ତମ ଗରିବର ରାଜ୍ୟ ମେଘାଳୟର ଜିଡିପି ପାଖାପାଖି ୨୭,୨୨୮କୋଟି ଟଙ୍କା।

୬. ସିକିମ୍ : ସିକିମ୍ ମଧ୍ୟ ଭାରତର ଗରିବ ରାଜ୍ୟ ଭାବେ ଜଣାଯାଇଥାଏ। ସିକିମର ଜିଡିପି ପାଖାପାଖି ୨୨,୨୪୮କୋଟି ଟଙ୍କା।

୫. ନାଗାଲାଣ୍ଡ : ନାଗାଲାଣ୍ଡ ଭାରତର ପଞ୍ଚମ ଗରିବ ରାଜ୍ୟ। ନାଗାଲାଣ୍ଡର ଜିଡିପି ପାଖାପାଖି ୨୧,୪୮୮କୋଟି ଟଙ୍କା।

୪. ମଣିପୁର : ମଣିପୁର ଭାରତର ଚତୁର୍ଥ ଗରିବ ରାଜ୍ୟ। ଏହାର ଜିଡିପି ପାଖାପାଖି ୨୧,୦୬୬କୋଟି ଟଙ୍କା।


୩. ଅରୁଣାଚଳ ପ୍ରଦେଶ : ଅରୁଣାଚଳ ପ୍ରଦେଶ ଭାରତର ତୃତୀୟ ଗରିବ ରାଜ୍ୟ। ଏହାର ଜିଡିପି ପାଖାପାଖି ୨୦,୨୫୯କୋଟି ଟଙ୍କା।

୨.ମିଜୋରାମ : ମିଜୋରାମ ଭାରତର ଦ୍ବିତୀୟ ଗରିବ ରାଜ୍ୟ। ଏହାର ଜିଡିପି ପାଖାପାଖି ୧୭,୬୧୩କୋଟି ଟଙ୍କା।

୧. ଆଣ୍ଡାମାନ ନିକୋବର :  ଆଣ୍ଡାମାନ ନିକୋବର ଭାରତର ସବୁଠୁ ଗରିବ ରାଜ୍ୟ ଭାବେ ଜଣାଯାଇଥାଏ। ଏହାର ଜିଡିପି ପାଖାପାଖି ୬,୬୪୯କୋଟି ଟଙ୍କା।

1176 Views

   ସମ୍ବନ୍ଧିତ ଖବର