Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଗୁମ୍ଫା ଭିତରେ ଜୀବନ…

5/07/2018 at 6:23 AM

ଗୁମ୍ଫା ଭିତରେ ଜୀବନ…ଜୁନ୍ ୨୩ ତାରିଖରୁ ଆଜି ପର୍ଯ୍ୟନ୍ତ ଥାଇଲାଣ୍ଡର ଥାମ ଲୁଆଙ୍ଗ ନାଙ୍ଗ ନନ୍ ଗୁମ୍ଫା ଭିତରେ ଫସିକି ଅଛନ୍ତି ୧୨ ଜଣ ପୁଟବଲ ଖେଳାଳି ଓ ତାଙ୍କ ଯୁବ କୋଚ୍ । ୱାଇଲ୍ଡ ବିଅର ଫୁଟବଲ ଟିମ୍ର ୧୧ ରୁ ୧୬ ବର୍ଷ ବୟସର ଏହି ଖେଳାଳି ମାନେ ସେମାନଙ୍କ ୨୫ ବର୍ଷୀୟ କୋଚ୍ ସହ ଆଉଟିଙ୍ଗ୍ରେ ଯାଇ ପ୍ରବଳ ବନ୍ୟା ଯୋଗୁଁ ଏକ ଅନ୍ଧାରି ଗୁମ୍ଫା ଭିତରେ ଫସିଯାଇଛନ୍ତି । ସେମାନଙ୍କ ଜୀବନ ନେଇ ଆଶଙ୍କା ବେଳେ ଗତ ୨ ତାରିଖରେ ମିଳିଥିଲା ଅବିଶ୍ବାସନୀୟ ସୂଚନା । ଗୁମ୍ଫା ଭିତରେ ଜୀବିତ ଅଛନ୍ତି ଖେଳାଳି ଟିମ୍ ଓ ସେମାନଙ୍କ କୋଚ୍ । ଅସୁସ୍ଥ ଓ ଦୁର୍ବଳ ହୋଇଯାଇଛନ୍ତି , କିନ୍ତୁ ବଞ୍ଚିଛନ୍ତି । ଆଉ ଏହି ସୂଚନା ମିଳିବା ପରେ ଥାଇଲାଣ୍ଡରେ ଆଶା ଓ ଆନନ୍ଦର ଲହରୀ । ଆହୁରି ଜୋର ଦାର ହୋଇଛି ଉଦ୍ଧାର କାର୍ଯ୍ୟ। ବୁଡାଳୀ ଓ ଉଦ୍ଧାରକାରୀ ଟିମ୍ରେ ସାମିଲ ହୋଇଛନ୍ତି ସେନା । ହେଲିକପ୍ଟର , ବୋଟକୁ ଲଗାଯାଇଛି । ଥାଇ ନୌବାହିନୀ ଲାଗିଛି ଉଦ୍ଧାରରେ । ଆମେରିକା, ବ୍ରିଟେନ୍, ଚୀନ୍ ଓ ଅଷ୍ଟ୍ରେଲିଆ ବିଶେଷଗ୍ୟଂଙ୍କୁ ଡକାଯାଇଛି ।କିନ୍ତୁ ଏଯାଏଁ ଗୁମ୍ଫା ଭିତରେ ଥିବା ଖେଳାଳିଙ୍କ ପାଖରେ ପହଞ୍ଚି ପାରିନାହାନ୍ତି ଉଦ୍ଧାରକାରୀ…

   Related Posts