Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଦିନକରେ ୧୯୨୨ ବିଲିୟନକୁ ବୃଦ୍ଧି ପାଇଲା ସମ୍ପତ୍ତି, ଟେସଲା ସିଇଓ ଏଲୋନ୍ ମସ୍କ ହେଲେ ବିଶ୍ୱର ସବୁଠୁ ବଡ ଧନୀ

26/10/2021 at 12:26 PM

ନୂଆଦିଲ୍ଲୀ ୨୬/୧୦: ଆମେରିକାର ବିଲିୟନେୟାର ବ୍ୟବସାୟୀ ତଥା ବୈଦ୍ୟୁତିକ କାର କମ୍ପାନୀ ଟେସଲା ସିଇଓ ଏଲୋନ୍ ମସ୍କଙ୍କର ଗୋଟିଏ ଦିନରେ ଅର୍ଜିଛନ୍ତି ୨୫.୬ ବିଲିୟନ ଡଲାର ସମ୍ପତ୍ତି । ଫଳରେ ତାଙ୍କର ସମ୍ପତ୍ତି ୧୯.୨୨ ଟ୍ରିଲିୟନକୁ ବୃଦ୍ଧି ଘଟିଛି । ସୋମବାର ଟେସଲାର ସେୟାରରେ ଡେଇଁବା ହେତୁ ପ୍ରଥମ ଥର ପାଇଁ କମ୍ପାନୀର ମୂଲ୍ୟ ଏକ ଟ୍ରିଲିୟନ ଡଲାର ଅର୍ଥାତ୍ ଏକ ଲକ୍ଷ କୋଟି ଡଲାର (ପ୍ରାୟ ୭୫ ଲକ୍ଷ କୋଟି ଟଙ୍କା) ଅତିକ୍ରମ କରିଛି ।

ଯେତେବେଳେ କାର୍ ଭଡା କମ୍ପାନୀ ହର୍ଟଜ୍ ଗ୍ଲୋବାଲ୍ ହୋଲ୍ଡିଂସ୍ ଟେସଲା ଠାରୁ ଏକ ଲକ୍ଷ ବ ବୈଦ୍ୟୁତିକ ଯାନ (ଇଭି) କିଣିବାକୁ ଘୋଷଣା କଲା ସେତେବେଳେ ଏହା ଘଟିଛି । ଏହି ଡିଲ୍ ଟେସଲାର ସେୟାର ମୂଲ୍ୟକୁ ଆକାଶଛୁଆଁ କରିଛି ଏବଂ କମ୍ପାନୀ ପ୍ରଥମ ଥର ପାଇଁ ୧ ଟ୍ରିଲିୟନ ଡଲାର ମାର୍କ ଅତିକ୍ରମ କରିଛି । ଦିନକରେ ସେ ଏହି ରକମ ରୋଜଗାର କରିଛନ୍ତି । ଏହା ପୂର୍ବରୁ କୌଣସି ବି ଧନୀ ଗୋଟିଏ ଦିନରେ ଏତ୍ରେ ପରିମାଣରେ ଟଙ୍କା ରୋଜଗାର କରିନାହାନ୍ତି ।

ବ୍ଲୁମବର୍ଗ ବିଲିନେୟର୍ସ ଇଣ୍ଡେକ୍ସ ଅନୁସାରେ, ମସ୍କଙ୍କ ସମ୍ପତ୍ତି ଏବେ ୨୮୯ ଅରବ୍ ଡଲାର୍ ହୋଇଯାଇଛି । ଫୋର୍ବସ୍ ମାଗାଜିନର ରିଅଲ୍ ଟାଇମ୍ ବିଲିୟନେୟାର୍ ଇଣ୍ଡେକ୍ସ ଅନୁଯାୟୀ ସୋମବାର ଆମେରିକାର ଷ୍ଟକ୍ ମାର୍କେଟ ବନ୍ଦ ହେବା ପରେ ମୁସ୍କର ମୋଟ ମୂଲ୍ୟ ଶୁକ୍ରବାର ସନ୍ଧ୍ୟା ଠାରୁ ୧୧.୪ ଫି ଥିଲା । ଏପର୍ଯ୍ୟନ୍ତ ଏହି ରେକର୍ଡ ତକିବାକେ କେହି ବି ସକ୍ଷମ ନଥିଲେ ।

   Related Posts