Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଜମ୍ମୁ କାଶ୍ମୀର ତ୍ରାଲରେ ଆତଙ୍କୀ ହମଲା : ସିଆରପିଏଫ୍ କ୍ୟାମ୍ପ ଉପରକୁ ଗ୍ରେନେଡ ମାଡ

31/05/2019 at 5:22 PM

ତ୍ରାଲ ୩୧/୫ : ଜମ୍ମୁ କାଶ୍ମୀର ତ୍ରାଲ ଅଞ୍ଚଳରେ ଆଜି ଅପରାହ୍ନରେ ଆତଙ୍କୀ ହମଲା ହୋଇଛି । ସିଆରପିଏଫ କ୍ୟାମ୍ପ ଉପରକୁ ଗ୍ରେନେଡ ହମଲା ହୋଇଛି । ଯେଉଁଠାରେ ହମଲା ହୋଇଛି ସେଠାରେ ସିଆରପିଏଫର ୧୮୦ ବାଟାଲିୟନ କ୍ୟାମ୍ପ ରହିଛି । କ୍ୟାମ୍ପ ଆଖପାଖ ଅଞ୍ଚଳରେ ଏବେ ମଧ୍ୟ ଆତଙ୍କୀ ଲୁଚିରହିଥିବା ଆଶଙ୍କା କରାଯାଉଛି । ସୁରକ୍ଷାବଳ ଲଗାତାର ଫାଇରିଙ୍ଗ କରୁଛନ୍ତି । ଉଭୟ ତରଫରୁ ଗୁଳି ବିନିମୟ ଜାରି ରହିଛି ।

   Related Posts