ନୂଆପଡାରେ ପୁଣି ବାଘ ଆତଙ୍କ: ଛେଳି-ମେଣ୍ଢାମାନଙ୍କୁ ଝାମ୍ପି ନେଲା

Published By : Prameya-News7 Bureau | January 07, 2021 IST

ନୂଆପଡା୭/୧: ନୂଆପଡାରେ ପୁଣି ବାଘ ଆତଙ୍କ। ଛେଳି- ମେଣ୍ଢାମାନଙ୍କୁ ଝାମ୍ପି ନେଲା ବାଘ। କୋମନା ରେଞ୍ଜ ଭରୁଆମୁଣ୍ଡା ବିରସିଂ ପଡାର ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ସ୍ଥାନୀୟ  ଲୋକେ ଆତଙ୍କିତ ହୋଇ ତାଟି କବାଟ ବନ୍ଦ କରି ଦେଇଥିଲେ। ଘଟଣାସ୍ଥଳରେ କୋମନା ବନ ବିଭାଗ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.