Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ନୂଆପଡାରେ ପୁଣି ବାଘ ଆତଙ୍କ: ଛେଳି-ମେଣ୍ଢାମାନଙ୍କୁ ଝାମ୍ପି ନେଲା

7/01/2021 at 3:56 PM

ନୂଆପଡା୭/୧: ନୂଆପଡାରେ ପୁଣି ବାଘ ଆତଙ୍କ। ଛେଳି- ମେଣ୍ଢାମାନଙ୍କୁ ଝାମ୍ପି ନେଲା ବାଘ। କୋମନା ରେଞ୍ଜ ଭରୁଆମୁଣ୍ଡା ବିରସିଂ ପଡାର ଏଭଳି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ସ୍ଥାନୀୟ  ଲୋକେ ଆତଙ୍କିତ ହୋଇ ତାଟି କବାଟ ବନ୍ଦ କରି ଦେଇଥିଲେ। ଘଟଣାସ୍ଥଳରେ କୋମନା ବନ ବିଭାଗ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଛି।

   Related Posts