କୃଷ୍ଣପ୍ରସାଦ୨୪/୭: ଭୟବହ ଅଗ୍ନିକାଣ୍ଡ। ବ୍ରାହ୍ମଣଦେଓ ଗାଁରେ ଅଗ୍ନିକାଣ୍ଡ, ଜଳିଗଲା ଗାଈ ଗୁହାଳ। ଗୋଟିଏ ଗାଈ ଜୀବନ୍ତ ଦଗ୍ଧ, ୮ଟି ଗାଈ ଗୁରୁତର। ଗାଁର ଶ୍ୟାମ ସୁନ୍ଦର ବିଶ୍ବାଳଙ୍କ ଗାଈ ଗୁହାଳ ବୋଲି ଜଣାପଡିଛି। ଘଟଣାସ୍ଥଳରେ ମାଲୁଦ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ କରିଛି। କେମିତି ନିଆଁ ଲାଗିଲା, ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।
ବିରୋଧୀଙ୍କୁ ପାଣ୍ଡିଆନ୍ଙ୍କ କଟାକ୍ଷ : ଅନ୍ୟ ଦଳ ନିର...