ଖଣ୍ଡଗିରି ଥାନା ପରିସରରେ ଉତ୍ତେଜନା

Published By : Prameya-News7 Bureau | November 17, 2020 IST

ଭୁବନେଶ୍ବର୧୭/୧୧: ଖଣ୍ଡଗିରି ଥାନା ପରିସରରେ ଉତ୍ତେଜନା। ଏତଲା ନ ଗ୍ରହଣ ନ କରିବାରୁ ଖଣ୍ଡଗିରି ଥାନାକୁ ଘେରାଉ କରିଛନ୍ତି ଜନନୀ ବିହାର କଲୋନୀ ବାସିନ୍ଦା। ସୋମବାର ଦିନ ଖଣ୍ଡଗିରି ଥାନା ଅଞ୍ଚଳର ନାକାଗେଟ୍‌ ଛକ ନିକଟରେ ହୋଇଥିଲା ଦେବବ୍ରତ ମିଶ୍ରଙ୍କ ଦୁର୍ଘଟଣା ହୋଇଥିଲା।

ଗୁରୁତର ଅବସ୍ଥାରେ ଦେବବ୍ରତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ଖଣ୍ଡଗିରି ଥାନା ଏତଲା ରଖି ନଥିଲେ। ତେଣୁ ଏହାକୁ କେନ୍ଦ୍ର କରି ସ୍ଥାନୀୟ ବାସିନ୍ଦା ଥାନା ଘେରାଉ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.