Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ଖଣ୍ଡଗିରି ଥାନା ପରିସରରେ ଉତ୍ତେଜନା

17/11/2020 at 8:28 PM

ଭୁବନେଶ୍ବର୧୭/୧୧: ଖଣ୍ଡଗିରି ଥାନା ପରିସରରେ ଉତ୍ତେଜନା। ଏତଲା ନ ଗ୍ରହଣ ନ କରିବାରୁ ଖଣ୍ଡଗିରି ଥାନାକୁ ଘେରାଉ କରିଛନ୍ତି ଜନନୀ ବିହାର କଲୋନୀ ବାସିନ୍ଦା। ସୋମବାର ଦିନ ଖଣ୍ଡଗିରି ଥାନା ଅଞ୍ଚଳର ନାକାଗେଟ୍‌ ଛକ ନିକଟରେ ହୋଇଥିଲା ଦେବବ୍ରତ ମିଶ୍ରଙ୍କ ଦୁର୍ଘଟଣା ହୋଇଥିଲା।

ଗୁରୁତର ଅବସ୍ଥାରେ ଦେବବ୍ରତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣାରେ ଖଣ୍ଡଗିରି ଥାନା ଏତଲା ରଖି ନଥିଲେ। ତେଣୁ ଏହାକୁ କେନ୍ଦ୍ର କରି ସ୍ଥାନୀୟ ବାସିନ୍ଦା ଥାନା ଘେରାଉ କରିଥିଲେ।

   Related Posts