ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଓ ମା’ ଗୁରୁତର ଅଭିଯୋଗ, ହସ୍ପିଟାଲ ପରିସରରେ ଉତ୍ତେଜନା
19/07/2019 at 4:10 PM

ସୋର ୧୯|୭: ଚିକିତ୍ସାରେ ଅବହେଳାରୁ ମା’ ଗୁରୁତର ହୋଇଥିବାବେଳେ ନବଜାତ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଶିଶୁକୁ ଧରି ଡାକ୍ତରଖାନା ସମ୍ମୁଖରେ ବାପା । ଗୁରୁତର ମା’କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା କମାଣପୁରର ମନୋଜ ଶଙ୍ଖୁଆଙ୍କ ସ୍ତ୍ରୀ ଜୟନ୍ତୀ ଡାକ୍ତରଖାନାରେ ୯ ଘଣ୍ଟା ଆଡମିଟ୍ ହେବା ପରେ ମୃତ ଶିଶୁ ଜନ୍ମ ନେଇଥିଲା । ଚିକିତ୍ସାରେ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବାବେଳେ ମା’ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଫଳରେ ହସ୍ପିଟା ପରିସରରେ ଉତ୍ତେଜନା ଦେଖାଦେଇଛି । ମୃତ ଶିଶୁକୁ ଧରି ଡାକ୍ତରଖାନା ସମ୍ମୁଖରେ ବାପା । ଗୁରୁତର ମା’କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
Related Posts
ଘଡଘଡି ସହ ବର୍ଷା, ୧୬ ଜିଲ୍ଲାକୁ ଆଲର୍ଟ କଲେ ପାଣିପାଗ ବିଭାଗ
18 April 2021