Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ପୁରୀରେ ଉତ୍ତେଜନା, ପୋଲିସ ମାଡ଼ରେ ବ୍ୟବସାୟୀ ଗୁରୁତର !

19/05/2021 at 10:23 AM

ପୁରୀ ୧୯।୦୫: ଲକଡାଉନ ସମୟରେ ପୁରୀରେ ଉତ୍ତେଜନା । ବଡଶଙ୍ଖ ବଜାରରେ ଲାଗିରହିଛି ଉତ୍ତେଜନା । ସାଧାରଣଲୋକ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି ।ସୁରକ୍ଷାଦୃଷ୍ଟିରୁ ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

ଖବର ଅନୁଯାୟୀ, ଠେଲା ବ୍ୟବସାୟୀଙ୍କୁ ପୋଲିସ ପକ୍ଷରୁ ମାଡ ମାରିଥିବା ଅଭିଯୋଗ । ଏପିରିକି ପୋଲିସ ମାଡ଼ରେ ଜଣେ ବ୍ୟବସାୟୀ ଗୁରୁତର ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯାହାକୁ ନେଇ ଉତ୍ତେଜନା ବଢିଛି । ସେପଟେ ବଡଶଙ୍ଖ ବଡଦାଣ୍ଡରେ ବସି  ପ୍ରତିବାଦ କରୁଛନ୍ତି ବ୍ୟବସାୟୀ ଓ ପରିବାର । ପରିସ୍ଥିତିକୁ ଦେଖି ଘଟଣାସ୍ଥଳରେ ପୋଲିସ ମୁତୟନ କରାଯାଇଛି ।

   Related Posts