Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପୋଲିସ-ଜନତା ମୁହାଁମୁହିଁ, ପରମ୍ପରାକୁ ଅଟକାଇବାକୁ ଯାଇ ଖଣ୍ଡଯୁଦ୍ଧ

8/06/2021 at 10:48 AM

ନିମାପଡ଼ା ୦୮।୦୬: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବଳଙ୍ଗା ପ୍ରଧାନ ସାହିରେ ପୋଲିସ-ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ। ଗାଁରେ ଥିବା ଶହ ଶହ ବର୍ଷର ପରମ୍ପରାକୁ ଅଟକାଇବାରୁ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି। ଘଟଣାସ୍ଥଳରେ ଅଧିକ ପୋଲିସ ମୁତୟନ କରାଯାଇଛି ।

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧୀନରେ ଥିବା ବଳଙ୍ଗା ପ୍ରଧାନ ସାହିରେ ନାଗା ନାଚ ହେବାର ଶହ ସହ ବର୍ଷର ପରମ୍ପରା ରହିଛି। ହେଲେ କରୋନା ମହାମାରୀ କାରଣରୁ ଚଳିତ ବର୍ଷ ବଳଙ୍ଗା ଥାନା ଗାଁରେ ନାଗା ନାଚ କରିବାକୁ ବିରୋଧ କରିଥିଲା। ଏଥିରେ ସ୍ଥାନୀୟ ଲୋକମାନେ ଉତ୍ତ୍ୟକ୍ତ ହୋଇ ବଳଙ୍ଗା ପୋଲିସ ଉପରକୁ ଆକ୍ରମଣ କରିଛନ୍ତି। ତେବେ ଏହି ଘଟଣା ଉପରେ ପିପିଲି ଏସଡିପିଓ ଓ ପୁରୀ ଏସପି ତଦନ୍ତ କରୁଛନ୍ତି।

   Related Posts