ହସ୍ପିଟାଲରେ ଡାକ୍ତରଙ୍କ ଅନୁପସ୍ଥିତ ନେଇ ଉତ୍ତେଜନା

Published By : Prameya-News7 Bureau | December 10, 2019 IST

ନୀଳଗିରି୧୦।୧୨: ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ନେଇ ଉତ୍ତେଜନା । ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ବରମପୁର ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବା ନେଇ ଉତ୍ତେଜନା ଦେଖାଦେଇଛି ।

{"id":195954,"sizeSlug":"large"}

ସୂଚନାଯୋଗ୍ୟ ଯେ, ନୀଳଗିରି ବ୍ଲକ ବରମପୁର ହସ୍ପିଟାଲରେ ଡାକ୍ତରଙ୍କ ଅନୁପସ୍ଥିତ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହି ହସ୍ପିଟାଲ ଉପରେ ନିକଟସ୍ଥ ବରମପୁର, ଧରମପୁର, ଆରବନ୍ଦ, ତେନ୍ତୁଳିଆ, ମାଟିଆଳି, ଛତ୍ରପୁର, ତେଲିପାଳ, ନରଣପୁର ପଂଚାୟତର ଶତାଧିକ ଗ୍ରାମବାସୀ ନିର୍ଭର କରିଥାନ୍ତି। କିନ୍ତୁ ଡାକ୍ତରଙ୍କ ଅନୁପସ୍ଥିତ ରୋଗୀମାନେ ହନ୍ତସନ୍ତ ହୋଇଥିଲେ , ପରେ କିଛି ସମୟ ପରେ ହସ୍ପିଟାଲରେ  ଡାକ୍ତର ପହଞ୍ଚିବାରୁ ପରିସ୍ଥିତି ଶାନ୍ତ ପଡିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.