Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବଫର ଜୋନରେ ପୁଣି ଉତ୍ତେଜନା, ପୋଲିସ-ଜନତା ମୁହାଁମୁହିଁ

16/05/2020 at 3:48 PM

ରାଉରକେଲା ୧୬।୦୫: ରାଉରକେଲା ବଫର ଜୋନରେ ପୁଣି ଉତ୍ତେଜନା । ପୋଲିସ ଓ ସାଧାରଣ ଜନତା ମୁଁହାମୁହିଁ ହୋଇଛନ୍ତି । ବ୍ୟାରିକେଡ ନିର୍ମାଣକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ ବଫର ଜୋନର ଶତାଧିକ ଲୋକ । ପୁଣି ଆଣିଲେ ପାତର ଅନ୍ତର ଅଭିଯୋଗ। ଗୋଟିଏ ପଟେ ରାଉରକେଲାରେ କରୋନା ଅକ୍ରାନ୍ତ ଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ କଣ୍ଟେନମେଣ୍ଟ ଜୋନ୍ ଏବଂ ବଫର ଜୋନ୍ କୁ ନେଇ ଥମୁନି ସମସ୍ୟା ।

କଣ୍ଟେନମେଣ୍ଟ ଜୋନ୍ ବାହାର ଥିବା ବଫର ଜୋନ୍ ରେ ପାୱାର ହାଉସ ନିକଟ ଏବଂ ବଙ୍ଗାଳି ପଡା ନିକଟରେ ପ୍ରଶାସନ ତରଫରୁ ନୂତନ ଭାବେ ବ୍ୟାରିକେଡ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଛନ୍ତି ଲୋକେ । ବଫର ଜୋନର ଲୋକଙ୍କୁ ହଇରାଣ କରିବା ପାଇଁ ପ୍ରଶାସନ ଅଯଥାରେ ବ୍ୟାରିକେଡ ନିର୍ମାଣ କରି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ଆଣି ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ ଲୋକେ । ଯାହାକୁ ନେଇ ଉତ୍ତେଜନା ଉତ୍ତେଜନା ଦେଖାଦେଇଥିଲା ।

   Related Posts